Sunday, 30 August 2020
Friday, 28 August 2020
Tuesday, 25 August 2020
Sunday, 23 August 2020
Thursday, 20 August 2020
Monday, 17 August 2020
BHAKTA SALABEGA- ODIA PALA(ଭକ୍ତ ସାଲବେଗ) || GAYAK LAMBODAR BEHERA || PART-3
ଏହି ପାଲାକୁ ଗାୟକ ତତ୍ଵବିଭୁଷଣ ଲମ୍ବୋଦର ବେହେରା ପରିବେଷଣ କରିଛନ୍ତି
ଏହି ଭାଗରେ ଗାୟକ କହିଛନ୍ତି ଭଗବାନ ଙ୍କୁ ପାଇବାକୁ ହେଲେ ସଂସାରରେ ସବୁକିଛି ପରିତ୍ୟାଗ କରି ଭଗବାନ ଙ୍କ ନିକଟରେ ନିଜକୁ ସମର୍ପଣ କରିବାକୁ ପଡିବ, ଭଗବାନ ବ୍ରହ୍ମା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ପଚାରୁଛନ୍ତି ସବୁ ପାପ କ୍ଷୟ କରିବାକୁ ହେଲେ କେତେ ଥର ଦର୍ଶନ କରିବାକୁ ପଡିବ ପ୍ରଭୁ ମତେ ଟିକେ କୁହନ୍ତୁ, ବର୍ଷ ରେ ସବୁଦିନ ଏଠାକୁ ଆସି ଆପଣଙ୍କ ଦର୍ଶନ କରିବି, ପ୍ରଭୁ କହୁଛନ୍ତି ହେ ବ୍ରହ୍ମା ତୁମେ ବାର ମାସରେ ବାର ଥର ଆସ, ପୁଣି ବ୍ରହ୍ମା ପଚାରୁଛନ୍ତି ପ୍ରଭୁ କୋଉ କୋଉ ଦିନ ଆସିବି, ତାପରେ ପ୍ରଭୁ ଶ୍ରୀ ଜଗନ୍ନାଥ ବ୍ରହ୍ମା ଙ୍କୁ କଣ କହୁଛନ୍ତି ଆସନ୍ତୁ ଦେଖିବା
Saturday, 15 August 2020
Wednesday, 12 August 2020
Saturday, 8 August 2020
Tuesday, 4 August 2020
Subscribe to:
Posts (Atom)