ଏହି ପାଲା ଭଜନ ଟି ଓଡ଼ିଆ ପାଲା ରୁ ସଂଗୃହିତ, ଏହାକୁ ବିନୟ କୁମାର ସାହୁ ଗାଇଛନ୍ତି, ଏହି ପାଲା କୁ ଗାୟକ ଅରୁଣ ଦିଲ୍ଲୀପ କୁମାର ଚମ୍ପତି ପରିବେଷଣ କରିଥିଲେ
Wednesday, 24 February 2021
Monday, 22 February 2021
ODIA PALA BHAJAN(ପାଲା ଭଜନ) || VOICE- BINAY KUMAR SAHOO || PART-2 || GAYAK- DILLIP KUMAR CHAMPATI
ଏହି ପାଲା ଭଜନ ଟି ଓଡ଼ିଆ ପାଲା ରୁ ସଂଗୃହିତ, ଏହାକୁ ବିନୟ କୁମାର ସାହୁ ଗାଇଛନ୍ତି, ଏହି ପାଲା କୁ ଗାୟକ ଅରୁଣ ଦିଲ୍ଲୀପ କୁମାର ଚମ୍ପତି ପରିବେଷଣ କରିଥିଲେ
Saturday, 20 February 2021
ODIA PALA BHAJAN(ଓଡ଼ିଆ ପାଲା ଭଜନ) || VOICE- BINAY KUMAR SAHOO || GAYAK- DILLIP KUMAR CHAMPATI
ଏହି ପାଲା ଭଜନ ଟି ଓଡ଼ିଆ ପାଲା ରୁ ସଂଗୃହିତ, ଏହାକୁ ବିନୟ କୁମାର ସାହୁ ଗାଇଛନ୍ତି, ଏହି ପାଲା କୁ ଗାୟକ ଅରୁଣ ଦିଲ୍ଲୀପ କୁମାର ଚମ୍ପତି ପରିବେଷଣ କରିଥିଲେ
Friday, 19 February 2021
SRIRAMANKA BALYALILA- PALA(ଶ୍ରୀରାମଙ୍କ ବାଲ୍ୟଲୀଳା) || END PART || GAYAK- PRATAP KUMAR PRADHAN
ଏହି ପାଲା ର ବିଷୟବସ୍ତୁ ହେଉଛି ଶ୍ରୀରାମଙ୍କ ବାଲ୍ୟଲୀଳା, ଏହାକୁ ଗାୟକ ପ୍ରତାପ କୁମାର ପ୍ରଧାନ ପରିବେଷଣ କରିଛନ୍ତି, ଏହି ଭାଗରେ ଭୂଷଣ୍ଡ କାକ ଶ୍ରୀରାମଙ୍କୁ ପରୀକ୍ଷା କରିବାକୁ ଯାଇ ସେ ଖାଉଥିବା ପିଠା ଟିକୁ ନିଜ ଥଣ୍ଟରେ ଛଡେଇ ନେଲା, ମା କୌଶଲ୍ୟା ଯେତେ ଅନୁରୋଧ କଲେ ମଧ୍ୟ ପିଠା ଟିକୁ ଦେଲା ନାହିଁ, ଭୂଷଣ୍ଡ କାକ ପୀଠଟିକୁ ଧରି ଉଚ ଆକାଶକୁ ଉଡ଼ିଗଲା, ତେବେ ଭୂଷଣ୍ଡ କାକ ଭଗବାନ ଶ୍ରୀରାମଙ୍କୁ କିପରି ଚିନହୀ ପାରିଲା ଏହି ଭାଗରେ ଆସନ୍ତୁ ଦେଖିବା
Tuesday, 16 February 2021
SRIRAMANKA BALYALILA- PALA(ଶ୍ରୀରାମଙ୍କ ବାଲ୍ୟଲୀଳା) || PART-5 || GAYAK- PRATAP KUMAR PRADHAN
ଏହି ପାଲା ର ବିଷୟବସ୍ତୁ ହେଉଛି ଶ୍ରୀରାମଙ୍କ ବାଲ୍ୟଲୀଳା, ଏହାକୁ ଗାୟକ ପ୍ରତାପ କୁମାର ପ୍ରଧାନ ପରିବେଷଣ କରିଛନ୍ତି, ଏହି ଭାଗରେ ମା କୌଶଲ୍ୟା ରାଜା ଦଶରଥ ଙ୍କ ପାଇଁ କେତେ ପ୍ରକାର ପିଠା ପ୍ରସ୍ତୁତ କରିଛନ୍ତି, କିନ୍ତୁ ରାଜା ଦଶରଥ କହିଲେ ମୋ ପୁଅ ରାମ କୁ ଆଗ ଗୋଟିଏ ପିଠା ଖାଇବା ପାଇଁ ଦିଅ, ମା କୌଶଲ୍ୟା କ୍ରୀଡାରତ ଥିବା ରାମଙ୍କୁ ଡାକି ପିଠା ଖାଇବା ପାଇଁ ଦେଲେ, ଭୂଷଣ୍ଡ କାକ ପାଖ ଗଛରେ ବସି ସବୁ ଦେଖୁଥାଏ, ପ୍ରଭୁ ଶ୍ରୀରାମ ଙ୍କ ଦର୍ଶନ କରିବାକୁ ଆସି ଗୋଟେ ଛୋଟ ପିଲା ପିଠା ଖାଉଥିବାର ସେ ଦେଖିଲା, ତାପରେ କଣ ହୋଇଛି ଆସନ୍ତୁ ଦେଖିବା
Sunday, 14 February 2021
PALA ODISHI SONG- PRAKASH KUMAR BISWAL(ପାଲା ଓଡିଶୀ ସଂଗୀତ) ||GAYAK- PRATAP KUMAR PRADHAN
ଏହି ପାଲା ଓଡିଶୀ ସଂଗୀତଟି ଓଡ଼ିଆ ପାଲା ଶ୍ରୀରାମଙ୍କ ବାଲ୍ୟଲୀଳା ରୁ ସଂଗୃହିତ, ଏହାକୁ ପ୍ରକାଶ କୁମାର ବିଶ୍ୱାଳ ଗାଇଛନ୍ତି, ଏହି ପାଲା କୁ ଗାୟକ ପ୍ରତାପ କୁମାର ପ୍ରଧାନ ପରିବେଷଣ କରିଥିଲେ
Wednesday, 10 February 2021
SRIRAMANKA BALYALILA- PALA(ଶ୍ରୀରାମଙ୍କ ବାଲ୍ୟଲୀଳା) || PART-4 || GAYAK- PRATAP KUMAR PRADHAN
ଏହି ପାଲା ର ବିଷୟବସ୍ତୁ ହେଉଛି ଶ୍ରୀରାମଙ୍କ ବାଲ୍ୟଲୀଳା, ଏହାକୁ ଗାୟକ ପ୍ରତାପ କୁମାର ପ୍ରଧାନ ପରିବେଷଣ କରିଛନ୍ତି, ଏହି ଭାଗରେ ତ୍ରିପୁର ବିଜୟୀ ରାବଣର ଅତ୍ୟାଚାର ସହି ନପାରି ଦେବତା ଗଣ ପ୍ରଭୁ ଙ୍କ ନିକଟରେ ପହଂଚି ରାବଣର ଅତ୍ୟାଚାର ରୁ ରକ୍ଷା କରିବା ପାଇଁ ଅନୁରୋଧ କଲେ, ଭଗବାନ କହିଲେ କିଛି ଦିନ ପରେ ମୁ ରାବଣ ର ବଧ କରିବା ପାଇଁ ରାମ ଅବତାର ଗ୍ରହଣ କରିବି, ଏହା ଶୁଣି ଦେବତା ମାନେ ଖୁସି ହେଇଗଲେ, ନିକଟରେ ଭୂଷଣ୍ଡ କାକ ନାମକ ଏକ ପକ୍ଷୀ ଏହି ସବୁ କଥା ଶୁଣୁଥିଲା, ସେ ଭାବିଲା ରାବଣ ର ବଧ କରିବା ପାଇଁ ପ୍ରଭୁ ଏତେ ଦିନ ଅପେକ୍ଷା କାହିଁକି କରିବେ, ତାପରେ କଣ ହେଉଛି ଆସନ୍ତୁ ଦେଖିବା
Saturday, 6 February 2021
ODIA PALA BHAJAN AND MODERN SONG(ପାଲା ଭଜନ ଏବଂ ଆଧୁନିକ ଗୀତ) || GAYIKA- NIRMALA MISHRA
ଏହି ପାଲା ଭଜନ ଏବଂ ଆଧୁନିକ ଗୀତଟି ଓଡ଼ିଆ ପାଲା ରାମାୟଣ ବିଷୟରୁ ସଂଗୃହିତ, ଏହି ପାଲା କୁ ଗାୟିକା ନିର୍ମଳ ମିଶ୍ର ପରିବେଷଣ କରିଥିଲେ, ଗାୟକ ଯୁବସମ୍ରାଟ ନୃସିଂହ ଚରଣ ହୋତା ଗାୟିକା ନିର୍ମଳ ମିଶ୍ରଙ୍କୁ ଶିଷ୍ୟା ଭାବରେ ଗ୍ରହଣ କରିଥିଲେ ଏବଂ ଏହି ପାଲା ଗାୟିକା ନିର୍ମଳ ମିଶ୍ରଣଙ୍କର ପ୍ରଥମ ପାଲା ପରିବେଷଣ ଥିଲା
Friday, 5 February 2021
ODIA PALA BHAJAN(ପାଲା ଭଜନ) || GAYAK- ABHIRAM SATPATHY || PALA- DWAPARARE JAGANNATH
ଏହି ପାଲା ଭଜନଟି ଓଡ଼ିଆ ପାଲା ଦ୍ୱାପରରେ ଜଗନ୍ନାଥ ବିଷୟରୁ ସଂଗୃହିତ, ଏହି ପାଲାକୁ ଗାୟକ ଵାଣିଖେତ୍ର ଶିରୋମଣି ଅଧ୍ୟାପକ ଅଭିରାମ ଶତପଥି ପରିବେଷଣ କରିଥିଲେ
Thursday, 4 February 2021
SRIRAMANKA BALYALILA- PALA(ଶ୍ରୀରାମଙ୍କ ବାଲ୍ୟଲୀଳା) || PART-3 || GAYAK- PRATAP KUMAR PRADHAN
ଏହି ପାଲା ର ବିଷୟବସ୍ତୁ ହେଉଛି ଶ୍ରୀରାମଙ୍କ ବାଲ୍ୟଲୀଳା, ଏହାକୁ ଗାୟକ ପ୍ରତାପ କୁମାର ପ୍ରଧାନ ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ଗାୟକ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା
Wednesday, 3 February 2021
ODIA PALA BHAJAN- RASHMI BARIK || GAYIKA- SUBHADRA BEHERA || B R MOVIES
ଏହି ପାଲା ଭଜନଟି କୁ ରଶ୍ମି ବାରିକ ଗାଇଛନ୍ତି, ଏହି ଭଜନଟି ଓଡ଼ିଆ ପାଲା ରୁ ସଂଗୃହିତ, ଏହି ପାଲା କୁ ଗାୟିକା ଛାନ୍ଦପ୍ରବୀଣା ସୁଭଦ୍ରା ବେହେରା ପରିବେଷଣ କରିଥିଲେ
Tuesday, 2 February 2021
SRIRAMANKA BALYALILA- PALA(ଶ୍ରୀରାମଙ୍କ ବାଲ୍ୟଲୀଳା) || PART-2 || GAYAK- PRATAP KUMAR PRADHAN
ଏହି ପାଲା ର ବିଷୟବସ୍ତୁ ହେଉଛି ଶ୍ରୀରାମଙ୍କ ବାଲ୍ୟଲୀଳା, ଏହାକୁ ଗାୟକ ପ୍ରତାପ କୁମାର ପ୍ରଧାନ ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ଗାୟକ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା
Monday, 1 February 2021
SRIRAMANKA BALYALILA- PALA(ଶ୍ରୀରାମଙ୍କ ବାଲ୍ୟଲୀଳା) || PART-1 || GAYAK- PRATAP KUMAR PRADHAN
ଏହି ପାଲା ର ବିଷୟବସ୍ତୁ ହେଉଛି ଶ୍ରୀରାମଙ୍କ ବାଲ୍ୟଲୀଳା, ଏହାକୁ ଗାୟକ ପ୍ରତାପ କୁମାର ପ୍ରଧାନ ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ଗାୟକ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା
Subscribe to:
Posts (Atom)