ଏହି ପାଲା ର ବିଷୟବସ୍ତୁ ହେଉଛି ଶ୍ରୀରାମଙ୍କ ବାଲ୍ୟଲୀଳା, ଏହାକୁ ଗାୟକ ପ୍ରତାପ କୁମାର ପ୍ରଧାନ ପରିବେଷଣ କରିଛନ୍ତି, ଏହି ଭାଗରେ ତ୍ରିପୁର ବିଜୟୀ ରାବଣର ଅତ୍ୟାଚାର ସହି ନପାରି ଦେବତା ଗଣ ପ୍ରଭୁ ଙ୍କ ନିକଟରେ ପହଂଚି ରାବଣର ଅତ୍ୟାଚାର ରୁ ରକ୍ଷା କରିବା ପାଇଁ ଅନୁରୋଧ କଲେ, ଭଗବାନ କହିଲେ କିଛି ଦିନ ପରେ ମୁ ରାବଣ ର ବଧ କରିବା ପାଇଁ ରାମ ଅବତାର ଗ୍ରହଣ କରିବି, ଏହା ଶୁଣି ଦେବତା ମାନେ ଖୁସି ହେଇଗଲେ, ନିକଟରେ ଭୂଷଣ୍ଡ କାକ ନାମକ ଏକ ପକ୍ଷୀ ଏହି ସବୁ କଥା ଶୁଣୁଥିଲା, ସେ ଭାବିଲା ରାବଣ ର ବଧ କରିବା ପାଇଁ ପ୍ରଭୁ ଏତେ ଦିନ ଅପେକ୍ଷା କାହିଁକି କରିବେ, ତାପରେ କଣ ହେଉଛି ଆସନ୍ତୁ ଦେଖିବା
No comments:
Post a Comment