ଏହି ପାଲା ର ବିଷୟବସ୍ତୁ ହେଉଛି ଶ୍ରୀରାମଙ୍କ ବାଲ୍ୟଲୀଳା, ଏହାକୁ ଗାୟକ ପ୍ରତାପ କୁମାର ପ୍ରଧାନ ପରିବେଷଣ କରିଛନ୍ତି, ଏହି ଭାଗରେ ଭୂଷଣ୍ଡ କାକ ଶ୍ରୀରାମଙ୍କୁ ପରୀକ୍ଷା କରିବାକୁ ଯାଇ ସେ ଖାଉଥିବା ପିଠା ଟିକୁ ନିଜ ଥଣ୍ଟରେ ଛଡେଇ ନେଲା, ମା କୌଶଲ୍ୟା ଯେତେ ଅନୁରୋଧ କଲେ ମଧ୍ୟ ପିଠା ଟିକୁ ଦେଲା ନାହିଁ, ଭୂଷଣ୍ଡ କାକ ପୀଠଟିକୁ ଧରି ଉଚ ଆକାଶକୁ ଉଡ଼ିଗଲା, ତେବେ ଭୂଷଣ୍ଡ କାକ ଭଗବାନ ଶ୍ରୀରାମଙ୍କୁ କିପରି ଚିନହୀ ପାରିଲା ଏହି ଭାଗରେ ଆସନ୍ତୁ ଦେଖିବା
No comments:
Post a Comment