Saturday, 6 February 2021

ODIA PALA BHAJAN AND MODERN SONG(ପାଲା ଭଜନ ଏବଂ ଆଧୁନିକ ଗୀତ) || GAYIKA- NIRMALA MISHRA

ଏହି ପାଲା ଭଜନ ଏବଂ ଆଧୁନିକ ଗୀତଟି ଓଡ଼ିଆ ପାଲା ରାମାୟଣ ବିଷୟରୁ ସଂଗୃହିତ, ଏହି ପାଲା କୁ ଗାୟିକା ନିର୍ମଳ ମିଶ୍ର ପରିବେଷଣ କରିଥିଲେ, ଗାୟକ ଯୁବସମ୍ରାଟ ନୃସିଂହ ଚରଣ ହୋତା ଗାୟିକା ନିର୍ମଳ ମିଶ୍ରଙ୍କୁ ଶିଷ୍ୟା ଭାବରେ ଗ୍ରହଣ କରିଥିଲେ ଏବଂ ଏହି ପାଲା ଗାୟିକା ନିର୍ମଳ ମିଶ୍ରଣଙ୍କର ପ୍ରଥମ ପାଲା ପରିବେଷଣ ଥିଲା 

No comments:

Post a Comment