Thursday, 30 September 2021

KATHA KAUTUKI(କଥା କୌତୁକି) || GAYIKA- SHUSHREE JANAKI CHAMPATI || ODIA PALA COLLECTION

ଏହି ଭାଗର ସାରାଂଶ :-
           ଏହି କଥା କୌତୁକି ଭାଗଟି ଓଡ଼ିଆ ପାଲା ପାଣ୍ଡବ ମାନଙ୍କ ଅଜ୍ଞାତ ବାସ ବିଷୟବସ୍ତୁରୁ ସଂଗୃହିତ, ଏହାକୁ ଗାୟିକା ବିଦ୍ୟାଭାରତୀ ସୁଶ୍ରୀ ଜାନକୀ ଚମ୍ପତି ଓ ସାଥିମାନେ ପରିବେଷଣ କରିଛନ୍ତି

Tuesday, 28 September 2021

ODIA PALA BHAJAN || GAYIKA- SHUSHREE JANAKI CHAMPATI || ODIA PALA COLLECTION

ଏହି ଭାଗର ସାରାଂଶ :-
             ଏହି ପାଲା ଭଜନର ନାମ ହେଉଛି ମାଧବ ହେ ମାଧବ ଓ କୃଷ୍ଣ କମଳ ନୟନ, ଏହି ପାଲା ଭଜନ ଭାଗଟି ଓଡ଼ିଆ ପାଲା ପାଣ୍ଡବ ମାନଙ୍କ ଅଜ୍ଞାତ ବାସ ବିଷୟବସ୍ତୁରୁ ସଂଗୃହିତ, ଏହାକୁ ଗାୟିକା ବିଦ୍ୟାଭାରତୀ ସୁଶ୍ରୀ ଜାନକୀ ଚମ୍ପତି ଓ ସାଥିମାନେ ପରିବେଷଣ କରିଛନ୍ତି

Saturday, 25 September 2021

BAIDEHISHA BILASA- ODIA PALA(ବୈଦେହୀଶ ବିଳାସ) || GAYIKA- SHUSHREE JANAKI CHAMPATI

ଏହି ଭାଗର ସାରାଂଶ :-
             ଏହି ପାଲାର ବିଷୟବସ୍ତୁ ହେଉଛି ବୈଦେହୀଶ ବିଳାସ, ଏହାକୁ ଗାୟିକା ବିଦ୍ୟାଭାରତୀ ସୁଶ୍ରୀ ଜାନକୀ ଚମ୍ପତି ଓ ସାଥିମାନେ ପରିବେଷଣ କରିଛନ୍ତି

Wednesday, 22 September 2021

PANDABA MANANKA AGYANTA BASA- LADIES PALA || END PART || GAYIKA- SHUSHREE JANAKI CHAMPATI

ଏହି ଭାଗର ସାରାଂଶ :-
             ଏହି ପାଲାର ବିଷୟବସ୍ତୁ ହେଉଛି ପାଣ୍ଡବ ମାନଙ୍କ ଅଜ୍ଞାତ ବାସ, ଏହାକୁ ଗାୟିକା ବିଦ୍ୟାଭାରତୀ ସୁଶ୍ରୀ ଜାନକୀ ଚମ୍ପତି ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ରାଜା ବିରାଟ ଅର୍ଜୁନଙ୍କ ପ୍ରକୃତ ପରିଚୟ ଜାଣିବା ପରେ ଦୁଃଖିତ ହେଇଛନ୍ତି ଏବଂ ଯୁଧିଷ୍ଠିରଙ୍କ ପାଖକୁ ଯାଇ କ୍ଷମା ପ୍ରାଥନା କରିଛନ୍ତି, ଦୟାଳୁ ଯୁଧିଷ୍ଠିର ରାଜା ବିରାଟଙ୍କୁ କ୍ଷମା ଦେଇଛନ୍ତି ଏବଂ ତାଙ୍କ ବନ୍ଧୁତା କୁ ଦୃଢ କରିବା ପାଇଁ ଅର୍ଜୁନ ଓ ଉତରା ଙ୍କର ବିବାହ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ତେବେ ଅର୍ଜୁନ ଏହି ପ୍ରସ୍ତାବରେ ରାଜି ହେଉଛନ୍ତି କି ନାହିଁ ଆସନ୍ତୁ ଦେଖିବା 

Monday, 20 September 2021

PANDABA MANANKA AGYANTA BASA- LADIES PALA || PART-6 || GAYIKA- SHUSHREE JANAKI CHAMPATI

ଏହି ଭାଗର ସାରାଂଶ :-
             ଏହି ପାଲାର ବିଷୟବସ୍ତୁ ହେଉଛି ପାଣ୍ଡବ ମାନଙ୍କ ଅଜ୍ଞାତ ବାସ, ଏହାକୁ ଗାୟିକା ବିଦ୍ୟାଭାରତୀ ସୁଶ୍ରୀ ଜାନକୀ ଚମ୍ପତି ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଉତରକୁମର ଅର୍ଜୁନଙ୍କ ଯୁଦ୍ଧ ଦେଖି ଆଶ୍ଚଯ୍ୟ ହୋଇ ଯାଇଛନ୍ତି ଏବଂ ଅର୍ଜୁନଙ୍କୁ ପ୍ରକୃତ ପରିଚୟ ଦେବା ପାଇଁ ନିବେଦନ କରିଛନ୍ତି, ତେବେ ଉତରକୁମର ଗାଣ୍ଡୀବଧାରୀ ଅର୍ଜୁନଙ୍କୁ ଚିହିଁବା ପରେ ବିଶ୍ୱାସ କରିପାରିନାହାନ୍ତି ଏବଂ ଅର୍ଜୁନଙ୍କ ଦଶଟି ନାମ ବିଷୟରେ ଅର୍ଜୁନଙ୍କୁ ପ୍ରଶ୍ନ କରିଛନ୍ତି, ତାପରେ କଣ ହେଉଛି ଆସନ୍ତୁ ଦେଖିବା  

Saturday, 18 September 2021

PANDABA MANANKA AGYANTA BASA- LADIES PALA || PART-5 || GAYIKA- SHUSHREE JANAKI CHAMPATI

ଏହି ଭାଗର ସାରାଂଶ :-
             ଏହି ପାଲାର ବିଷୟବସ୍ତୁ ହେଉଛି ପାଣ୍ଡବ ମାନଙ୍କ ଅଜ୍ଞାତ ବାସ, ଏହାକୁ ଗାୟିକା ବିଦ୍ୟାଭାରତୀ ସୁଶ୍ରୀ ଜାନକୀ ଚମ୍ପତି ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଅର୍ଜୁନ ଯୁଦ୍ଧ କରିବା ପାଇଁ ଉତର କୁମରକୁ ନିଜ ସାରଥୀ ହେବା ପାଇଁ କହିଛନ୍ତି ଏବଂ ସମୀପ ବୃକ୍ଷ କୋରଡ ରେ ଥିବା ଅସ୍ତ୍ର ସବୁ ଆଣିବା ପାଇଁ କହିଛନ୍ତି, ଅସ୍ତ୍ର ଆଣିବା ପାଇଁ ଉତରକୁମର ବୃକ୍ଷର କୋରଡରେ ହାତ ଦେବା ମାତ୍ରେ ସେଠାରେ ଶୋଷକ ସର୍ପ ତାଙ୍କୁ ଅର୍ଜୁନ ବୋଲି ଭାବି ଦଂଶନ କରିଛି, ତେବେ ଶୋଷକ ସର୍ପ କାହିଁକି ଅର୍ଜୁନଙ୍କୁ ଦଂଶନ କରିବା ପାଇଁ ଚାହୁଁଥିଲା ଏବଂ ଅଜାଣତରେ ଉତର କୁମରଙ୍କୁ କିପରି ଦଂଶନ କରିଛି ଆସନ୍ତୁ ଦେଖିବା   

Saturday, 11 September 2021

PANDABA MANANKA AGYANTA BASA- LADIES PALA || PART-3 || GAYIKA- SHUSHREE JANAKI CHAMPATI

ଏହି ଭାଗର ସାରାଂଶ:-
ଏହି ପାଲାର ବିଷୟବସ୍ତୁ ହେଉଛି ପାଣ୍ଡବ ମାନଙ୍କ ଅଜ୍ଞାତ ବାସ,ଏହାକୁ ଗାୟିକା ବିଦ୍ୟାଭାରତୀ ଶୁଶ୍ରୀ ଜାନକୀ ଚମ୍ପତି ଓ ସାଥିମାନେ ପରିବେଷଣ କରିଛନ୍ତି

Thursday, 9 September 2021

PANDABA MANANKA AGYANTA BASA- LADIES PALA || PART-2 || GAYIKA- SHUSHREE JANAKI CHAMPATI

ଏହି ଭାଗର ସାରାଂଶ:-
                ଏହି ପାଲାର ବିଷୟବସ୍ତୁ ହେଉଛି ପାଣ୍ଡବ ମାନଙ୍କ ଅଜ୍ଞାତ ବାସ,ଏହାକୁ ଗାୟିକା ବିଦ୍ୟାଭାରତୀ ଶୁଶ୍ରୀ ଜାନକୀ ଚମ୍ପତି ଓ ସାଥିମାନେ ପରିବେଷଣ କରିଛନ୍ତି

Monday, 6 September 2021

PANDABA MANANKA AGYANTA BASA- LADIES PALA || PART-1 || GAYIKA- SHUSHREE JANAKI CHAMPATI

ଏହି ଭାଗର ସାରାଂଶ:-
                ଏହି ପାଲାର ବିଷୟବସ୍ତୁ ହେଉଛି ପାଣ୍ଡବ ମାନଙ୍କ ଅଜ୍ଞାତ ବାସ,ଏହାକୁ ଗାୟିକା ବିଦ୍ୟାଭାରତୀ ଶୁଶ୍ରୀ ଜାନକୀ ଚମ୍ପତି ଓ ସାଥିମାନେ ପରିବେଷଣ କରିଛନ୍ତି

Sunday, 5 September 2021

SADA ABHIRAMA NAMA BHAJARE MANA- PALA BHAJAN || GAYIKA- SNEHALATA BEHERA

ଏହି ଭାଗର ସାରାଂଶ:-
ଏହି ପାଲା ଭଜନର ନାମ ହେଉଛି ସଦା ଅଭିରାମ ନାମ ଭଜରେ ମନ,ଏହି ପାଲା ଭଜନଟି ଓଡ଼ିଆ ପାଲା ବଂଶାନୁଚରିତ ବିଷୟବସ୍ତୁରୁ ସଂଗୃହିତ, ଏହାକୁ ଗାୟିକା ସ୍ନେହଲତା ବେହେରା ଓ ସାଥିମାନେ ପରିବେଷଣ କରିଥିଲେ   

Saturday, 4 September 2021

BHAJA RE MANA SHIBASHAKTI NKU- PALA BHAJAN(ଭଜରେ ମନ ଶିବଶକ୍ତିଙ୍କୁ) || GAYIKA- SNEHALATA BEHERA

ଏହି ଭାଗର ସାରାଂଶ:-
ଏହି ପାଲା ଭଜନର ନାମ ହେଉଛି ଭଜରେ ମନ ଶିବଶକ୍ତିଙ୍କୁ,ଏହି ପାଲା ଭଜନଟି ଓଡ଼ିଆ ପାଲା ବଂଶାନୁଚରିତ ବିଷୟବସ୍ତୁରୁ ସଂଗୃହିତ, ଏହାକୁ ଗାୟିକା ସ୍ନେହଲତା ବେହେରା ଓ ସାଥିମାନେ ପରିବେଷଣ କରିଥିଲେ   

Friday, 3 September 2021

ଢୁମ୍ପା ସଂଗୀତରେ ବସନ୍ତ ବର୍ଣନା || GAYIKA- SNEHALATA BEHERA || ODIA PALA COLLECTION

ଏହି ଭାଗର ସାରାଂଶ:-
ଏହି ଢୁମ୍ପା ସଂଗୀତରେ ବସନ୍ତ ବର୍ଣନା ଭାଗଟି ଓଡ଼ିଆ ପାଲା ବଂଶାନୁଚରିତ ବିଷୟବସ୍ତୁରୁ ସଂଗୃହିତ, ଏହାକୁ ଗାୟିକା ସ୍ନେହଲତା ବେହେରା ଓ ସାଥିମାନେ ପରିବେଷଣ କରିଛନ୍ତି 

Wednesday, 1 September 2021

BANSHANUCHARITA- LADIES PALA(ବଂଶାନୁଚରିତ) || END PART || GAYIKA- SNEHALATA BEHERA

ଏହି ଭାଗର ସାରାଂଶ:-
                ଏହି ପାଲାର ବିଷୟବସ୍ତୁ ହେଉଛି ବଂଶାନୁଚରିତ, ଏହାକୁ ଗାୟିକା ସ୍ନେହଲତା ବେହେରା ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଏଲାବତୀ ବୁଦ୍ଧଙ୍କୁ ଦେଖି ତାଙ୍କୁ ବିବାହ କରିବା ପାଇଁ କହିଛନ୍ତି, ଚନ୍ଦ୍ରଙ୍କ ପୁତ୍ର ବୁଦ୍ଧ ଓ ଏଲାବତୀ ବିବାହ କରିବା ପାଇଁ ଯାଉଛନ୍ତି, କିନ୍ତୁ ଏହା ଦେଖି ମହର୍ଷି ନାରଦ ଖୁସି ହେଇନାହାନ୍ତି ଏବଂ ଦେବରାଜ ଇନ୍ଦ୍ରଙ୍କ ପାଖକୁ ଯାଇ ତାଙ୍କୁ କହିଛନ୍ତି ଜଣେ ଦେବତା ଓ ମାନବ ମଧ୍ୟରେ କିପରି ବିବାହ ସମ୍ଭବ, ଏହା ଶୁଣି ଦେବରାଜ ଇନ୍ଦ୍ର କଣ କରିଛନ୍ତି ଆସନ୍ତୁ ଦେଖିବା