ଏହି ପାଲା ର ବିଷୟବସ୍ତୁ ହେଉଛି ରାମ ହନୁ ଯୁଦ୍ଧ, ଏହାକୁ ଗାୟିକା ସ୍ଵାଗତିକା ପାଟି ଓ ସାଥି ମାନେ ପରିବେଷଣ କରିଛନ୍ତି,
Wednesday, 31 March 2021
Saturday, 27 March 2021
RAMAHANU JUDHA- LADIES PALA(ରାମହନୁ ଯୁଦ୍ଧ) || PART-2(1) || GAYIKA- SWAGATIKA PATI
ଏହି ପାଲା ର ବିଷୟବସ୍ତୁ ହେଉଛି ରାମ ହନୁ ଯୁଦ୍ଧ, ଏହାକୁ ଗାୟିକା ସ୍ଵାଗତିକା ପତି ଓ ସାଥି ମାନେ ପରିବେଷଣ କରିଛନ୍ତି, ଏହି ଭାଗଟି ପାଲାର ଦ୍ୱିତୀୟ ଭାଗର ଅବଶିଷ୍ଟାଂଶ ଅଟେ
Wednesday, 24 March 2021
RAMAHANU JUDHA- LADIES PALA(ରାମହନୁ ଯୁଦ୍ଧ) || PART-3 || GAYIKA- SWAGATIKA PATI
ଏହି ପାଲା ର ବିଷୟବସ୍ତୁ ହେଉଛି ରାମ ହନୁ ଯୁଦ୍ଧ, ଏହାକୁ ଗାୟିକା ସ୍ଵାଗତିକା ପତି ଓ ସାଥି ମାନେ ପରିବେଷଣ କରିଛନ୍ତି,
Tuesday, 23 March 2021
RAMAHANU JUDHA- LADIES PALA(ରାମହନୁ ଯୁଦ୍ଧ) || PART-2 || GAYIKA- SWAGATIKA PATI
ଏହି ପାଲା ର ବିଷୟବସ୍ତୁ ହେଉଛି ରାମ ହନୁ ଯୁଦ୍ଧ, ଏହାକୁ ଗାୟିକା ସ୍ଵାଗତିକା ପାଟି ଓ ସାଥି ମାନେ ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣ ରୁ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା
Sunday, 21 March 2021
PALA BHAJAN- A GHARE MANABA KUNIA(ଏ ଘରେ ମାନବ କୁଣିଆ) || PART-2 || GAYAK- PRABHAT KUMAR SHRICHANDAN
ଏହି ପାଲା ଭଜନ ଟି ର ନାମ ହେଉଛି ଏ ଘରେ ମାନବ କୁଣିଆ, ଏହି ପାଲା ଭଜନ ଭାଗଟି ଓଡ଼ିଆ ପାଲା ପ୍ରତିଶୋଧ ର ଅଗ୍ନି ବିଷୟବସ୍ତୁ ରୁ ସଂଗୃହିତ, ଏହି ପାଲାକୁ ଗାୟକ ଚନ୍ଦନ ପ୍ରଭାତ କୁମାର ଶ୍ରୀଚନ୍ଦନ ପରିବେଷଣ କରିଥିଲେ
Saturday, 20 March 2021
RAMAHANU JUDHA- LADIES PALA(ରାମହନୁ ଯୁଦ୍ଧ) || PART-1 || GAYIKA- SWAGATIKA PATI
ଏହି ପାଲାର ବିଷୟବସ୍ତୁ ହେଉଛି ରାମହନୁ ଯୁଦ୍ଧ, ଏହାକୁ ଗାୟିକା ସ୍ଵାଗତିକା ପତି ଓ ସାଥିମାନେ ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ବିଷୟବସ୍ତୁ ଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା
Friday, 19 March 2021
ODIA PALA COMEDY(ଓଡ଼ିଆ ପାଲା କମେଡି) || GAYAK- PRABHAT KUMAR SHRICHANDAN || B R MOVIES
ଏହି ଓଡ଼ିଆ ପାଲା କମେଡି ଭାଗଟି ପାଲା ପ୍ରତିଷୋଧରେ ଅଗ୍ନି ବିଷୟବସ୍ତୁ ରୁ ସଂଗୃହିତ, ଏହି ପାଲାକୁ ଗାୟକ ଚନ୍ଦନ ପ୍ରଭାତ କୁମାର ଶ୍ରୀଚନ୍ଦନ ପରିବେଷଣ କରିଥିଲେ
Thursday, 18 March 2021
PRATISHODH RA AGNI-PALA(ପ୍ରତିଶୋଧର ଅଗ୍ନି) || END PART || GAYAK- PRABHAT KUMAR SHRICHANDAN
ଏହି ପାଲାର ବିଷୟବସ୍ତୁ ହେଉଛି ପ୍ରତିଶୋଧର ଅଗ୍ନି, ଏହାକୁ ଗାୟକ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥି ମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟକ ତିନି ଦ୍ୱାରିକା ବିଷୟରେ ଆଲୋଚନା କଲାବେଳେ ଜଳ ଦ୍ୱାରିକା ବିଷୟରେ କହିଛନ୍ତି, ତେବେ ଜଳରେ ଦ୍ୱାରିକା ପୁର କାହିଁକି ହେଲା, ଜରାସନ୍ଧ ସହ ଯୁଦ୍ଧ ହେଲା କୃଷ୍ଣ ବଳାରାମଙ୍କର, ଅଠର ଥର ଯୁଦ୍ଧରେ ପରାସ୍ତ ହେଲେ କୃଷ୍ଣ ବଳରାମ, ତେବେ କୃଷ୍ଣ ଜରାସନ୍ଧ ଙ୍କୁ ପରାସ୍ତ କରିବା ପାଇଁ କି ଯୋଜନା ପ୍ରସ୍ତୁତ କରୁଛନ୍ତି ଏହି ଭାଗରେ ଆସନ୍ତୁ ଦେଖିବା
Tuesday, 16 March 2021
PRATISHODH RA AGNI-PALA(ପ୍ରତିଶୋଧର ଅଗ୍ନି) || PART-6 || GAYAK- PRABHAT KUMAR SHRICHANDAN
ଏହି ପାଲାର ବିଷୟବସ୍ତୁ ହେଉଛି ପ୍ରତିଶୋଧର ଅଗ୍ନି, ଏହାକୁ ଗାୟକ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥି ମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଏହି ଭାଗରେ ପିତାମହ ଭୀଷ୍ମ ମାତା ଗାନ୍ଧାରୀଙ୍କୁ କହିଛନ୍ତି ମହାଭାରତ ଯୁଦ୍ଧରେ ତୁମ ପୁତ୍ର ମାନଙ୍କର ବଧ ଜଣେ କରିଛି, ଗାନ୍ଧାରୀ ପଚାରିଛନ୍ତି ସେ କିଏ, ତେବେ ସେହି ହରି ଙ୍କର ଉପସ୍ତିତି କୁ ବର୍ଣନା କରିବାକୁ ଯାଇ ଗାୟକ କହିଛନ୍ତି ସେ ସବୁଠି ଅଛି କିନ୍ତୁ କେହି ଦେଖିପାରନ୍ତି ନାହିଁ, ସମସ୍ତଙ୍କ ପାଖରେ ଅଛି କିନ୍ତୁ କେହି ଦେଇପାରନ୍ତି ନାହିଁ, ସେ ହେଉଛନ୍ତି କୃଷ୍ଣ, ଏହା ଶୁଣିବା ପରେ ଗାନ୍ଧାରୀ କହିଛନ୍ତି ମୁ ମୋ ପୁତ୍ର ମାନଙ୍କର ହତ୍ୟା ର ପ୍ରତିଶୋଧ ନେବି, ତେବେ ସେ କୃଷ୍ଣ ଙ୍କୁ କେଉଁଠି ପାଇବେ, ଭୀଷ୍ମ କହିଛନ୍ତି ସେ ଦ୍ୱାରିକାରେ ଅଛି, କିନ୍ତୁ ଦ୍ୱାରିକା ଗୋଟିଏ ନୁହେଁ, ତିନୋଟି ଦ୍ୱାରିକା ଅଛି ସେ ତିନୋଟି କଣ କଣ ଗାୟକ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା
Sunday, 14 March 2021
PRATISHODH RA AGNI-PALA(ପ୍ରତିଶୋଧର ଅଗ୍ନି) || PART-5 || GAYAK- PRABHAT KUMAR SHRICHANDAN
ଏହି ପାଲାର ବିଷୟବସ୍ତୁ ହେଉଛି ପ୍ରତିଶୋଧର ଅଗ୍ନି, ଏହାକୁ ଗାୟକ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥି ମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟକ ପିତାମହ ଭିଷ୍ମଙ୍କ ସରଶଯ୍ୟା ବିଷୟରେ ଆଲୋଚନା କରିଛନ୍ତି, ଥରେ ଭିଷ୍ମଙ୍କ ରଥ ସାମ୍ନାରେ ଏକ ସର୍ପ ଶୋଇଥିଲା, ସେହି ସର୍ପ ରଥ ସାମ୍ନାରୁ ନ ଉଠିବାରୁ ଭୀଷ୍ମ ତାଙ୍କ ଶର ସାହାଯ୍ୟରେ ତାକୁ ରଥ ସାମ୍ନାରୁ କାଢି ଦେଇଥିଲେ, ସେଥିପାଇଁ ସେହି ସର୍ପ ଟି ରାଗିଯାଇ ଭୀଷ୍ମଙ୍କୁ ଏକ ଅଭିଶାପ ଦେଇଥିଲା ଏବଂ ସେହି ଅଭିଶାପ ପାଇଁ ପିତାମହ ଭୀଷ୍ମ ଆଜି ମହାଭାରତ ଯୁଦ୍ଧରେ ସରଶଯ୍ୟା ଯାଇଛନ୍ତି, ଆହୁରି ଗାୟକ ଏହି ସଂସାରରେ ସମସ୍ତେ ନିଜ ନିଜ ଅଭିନୟ ସାରି କିପରି ନିଜ ନିଜ ପଥରେ ବାହୁଡ଼ିଯିବେ ସେ ବିଷୟରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା
Saturday, 13 March 2021
PALA ODISHI SONG(ପାଲା ଓଡିଶୀ ସଂଗୀତ) || GAYAK- PRABHAT KUMAR SHRICHANDAN || B R MOVIES
ଏହି ପାଲା ଓଡିଶୀ ସଂଗୀତଟିର ନାମ ହେଉଛି ମୁ ବିକି ଦେଇଛି ପରାଣ, ଏହି ଓଡିଶୀ ସଂଗୀତଟି ଓଡ଼ିଆ ପାଲା ପ୍ରତିଶୋଧର ଅଗ୍ନି ବିଷୟବସ୍ତୁ ରୁ ସଂଗୃହିତ, ଏହି ପାଲାକୁ ଗାୟକ ଚନ୍ଦନ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥିମାନେ ପରିବେଷଣ କରିଥିଲେ
Wednesday, 10 March 2021
ODIA PALA BHAJAN- GANTHIDHANA GOKULA CHANDA(ଗଣ୍ଠିଧନ ଗୋକୁଳ ଚାନ୍ଦ) || B R MOVIES
ଏହି ପାଲା ଭଜନର ନାମ ହେଉଛି ଗଣ୍ଠିଧନ ଗୋକୁଳ ଚାନ୍ଦ, ଏହି ପାଲା ଭଜନଟି ଓଡ଼ିଆ ପାଲା ବିଷୟ ପ୍ରତିଶୋଧର ଅଗ୍ନି ରୁ ସଂଗୃହିତ, ଏହି ପାଲାକୁ ଗାୟକ ଚନ୍ଦନ ପ୍ରଭାତ କୁମାର ଶ୍ରୀଚନ୍ଦନ ପରିବେଷଣ କରିଥିଲେ
Tuesday, 9 March 2021
PRATISHODH RA AGNI-PALA(ପ୍ରତିଶୋଧର ଅଗ୍ନି) || PART-4 || GAYAK- PRABHAT KUMAR SRICHANDAN
ଏହି ପାଲାର ବିଷୟବସ୍ତୁ ହେଉଛି ପ୍ରତିଶୋଧ ର ଅଗ୍ନି, ଏହାକୁ ଗାୟକ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥି ମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟକ ନିଅତି ର ରେଖା କିପରି ମଣିଷକୁ ନିୟନ୍ତ୍ରଣ କରିଥାଏ ସେ ବିଷୟରେ ଆଲୋଚନା କରିଛନ୍ତି, ଆହୁରି ମଧ୍ୟ ଦଇବ ଦଉଡି ମଣିଷ ଗାଈ ପଦର ଅର୍ଥକୁ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି, ଆହୁରି ଗାୟକ ଏହି ସଂସାରରେ କାଳ କିଏ ଏବଂ ମଣିଷ ପାପ କଲେ ତାହାର ଦଣ୍ଡ ସିଏ କିପରି ପାଇଥାଏ ସେ ବିଷୟରେ ବର୍ଣନା କରିଛନ୍ତି ଆସନ୍ତୁ ଦେଖିବା
Friday, 5 March 2021
PRATISHODH RA AGNI-PALA(ପ୍ରତିଶୋଧର ଅଗ୍ନି) || PART-2 || GAYAK- PRABHAT KUMAR SHRICHANDAN
ଏହି ପାଲାର ବିଷୟବସ୍ତୁ ହେଉଛି ପ୍ରତିଶୋଧ ର ଅଗ୍ନି, ଏହାକୁ ଗାୟକ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥି ମାନେ ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା
Monday, 1 March 2021
PRATISHODH RA AGNI-PALA(ପ୍ରତିଶୋଧର ଅଗ୍ନି) || PART-1 || GAYAK- PRABHAT KUMAR SHRICHANDAN
ଏହି ପାଲାର ବିଷୟବସ୍ତୁ ହେଉଛି ପ୍ରତିଶୋଧ ର ଅଗ୍ନି, ଏହାକୁ ଗାୟକ ଚନ୍ଦନ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥି ମାନେ ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ଗାୟକ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା
Subscribe to:
Posts (Atom)