ଏହି ପାଲାର ବିଷୟବସ୍ତୁ ହେଉଛି ପ୍ରତିଶୋଧ ର ଅଗ୍ନି, ଏହାକୁ ଗାୟକ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥି ମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟକ ନିଅତି ର ରେଖା କିପରି ମଣିଷକୁ ନିୟନ୍ତ୍ରଣ କରିଥାଏ ସେ ବିଷୟରେ ଆଲୋଚନା କରିଛନ୍ତି, ଆହୁରି ମଧ୍ୟ ଦଇବ ଦଉଡି ମଣିଷ ଗାଈ ପଦର ଅର୍ଥକୁ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି, ଆହୁରି ଗାୟକ ଏହି ସଂସାରରେ କାଳ କିଏ ଏବଂ ମଣିଷ ପାପ କଲେ ତାହାର ଦଣ୍ଡ ସିଏ କିପରି ପାଇଥାଏ ସେ ବିଷୟରେ ବର୍ଣନା କରିଛନ୍ତି ଆସନ୍ତୁ ଦେଖିବା
No comments:
Post a Comment