ଏହି ଓଡ଼ିଆ ପାଲା ଛାନ୍ଦ ଭାଗଟି ଓଡ଼ିଆ ପାଲା ରୁ ସଂଗୃହିତ, ଏହାକୁ ଗାୟିକା ଛାନ୍ଦପ୍ରବୀଣା ସୁଭଦ୍ରା ବେହେରା ପରିବେଷଣ କରିଛନ୍ତି
Sunday, 31 January 2021
Friday, 29 January 2021
ODIA PALA COMEDY- BHARAT PRADHAN, RASHMI BARIK(ପାଲା କମେଡି) || GAYIKA- SUBHADRA BEHERA
ଏହି ପାଲା କମେଡି ଭାଗଟି ଓଡ଼ିଆ ପାଲା ରୁ ସଂଗୃହିତ, ଏହାକୁ ଭରତ ପ୍ରଧାନ ଓ ରଶ୍ମି ବାରିକ ପରିବେଷଣ କରିଛନ୍ତି, ଏହି ପାଲା କୁ ଗାୟିକା ଛାନ୍ଦପ୍ରବୀଣା ସୁଭଦ୍ରା ବେହେରା ପରିବେଷଣ କରିଥିଲେ
Wednesday, 27 January 2021
RAMAYAN- ODIA PALA(ରାମାୟଣ) || END PART || GAYIKA- NIRMALA MISHRA || GURU- GAYAK NRUSINGHA CHARAN HOTA
ଏହି କାର୍ଯ୍ୟକ୍ରମରେ ଗାୟକ ଯୁବସମ୍ରାଟ ନୃସିଂହ ଚରଣ ହୋତା ନୂତନ ଶିଷ୍ୟା ଭାବରେ ଗାୟିକା ନିର୍ମଳା ମିଶ୍ରଙ୍କୁ ଗ୍ରହଣ କରିଥିଲେ ଏବଂ ଗାୟିକା ନିର୍ମଳା ମିଶ୍ର ତାଙ୍କର ପ୍ରଥମ ପାଲା ପରିବେଷଣ କରିଥିଲେ, ଏହି ପାଲାର ବିଷୟବସ୍ତୁ ହେଉଛି ରାମାୟଣ, ଏହାକୁ ଗାୟିକା ନିର୍ମଳା ମିଶ୍ର ପରିବେଷଣ କରିଛନ୍ତି
Monday, 25 January 2021
RAMAYAN- ODIA PALA(ରାମାୟଣ) || PART-2 || GAYIKA- NIRMALA MISHRA || GURU- GAYAK NRUSINGHA CHARAN HOTA
ଏହି କାର୍ଯ୍ୟକ୍ରମରେ ଗାୟକ ଯୁବସମ୍ରାଟ ନୃସିଂହ ଚରଣ ହୋତା ନୂତନ ଶିଷ୍ୟା ଭାବରେ ଗାୟିକା ନିର୍ମଳା ମିଶ୍ରଙ୍କୁ ଗ୍ରହଣ କରିଥିଲେ ଏବଂ ଗାୟିକା ନିର୍ମଳା ମିଶ୍ର ତାଙ୍କର ପ୍ରଥମ ପାଲା ପରିବେଷଣ କରିଥିଲେ, ଏହି ପାଲାର ବିଷୟବସ୍ତୁ ହେଉଛି ରାମାୟଣ, ଏହାକୁ ଗାୟିକା ନିର୍ମଳା ମିଶ୍ର ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟିକା ବିଷୟ ରାମାୟଣ ପ୍ରସଙ୍ଗ ଅନୁଯାୟୀ ଶ୍ରୀରାମଚନ୍ଦ୍ର ଙ୍କର ନାମର ତାତ୍ପଯ୍ୟ କୁ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି, ଶ୍ରୀରାମଚନ୍ଦ୍ର ଙ୍କ ନାମରେ ଚନ୍ଦ୍ର କାହିଁକି ଲାଗିଛି ଏବଂ ସୂର୍ଯ୍ୟ କାହିଁକି ଲାଗିଲା ନାହିଁ ସେ ବିଷୟରେ ଆଲୋଚନା କରିଛନ୍ତି, ଆହୁରି ମଧ୍ୟ ରାମ ଦୁଇଟି ଅକ୍ଷର ନୁହେଁ ବରଂ ତିନୋଟି ଅକ୍ଷର ତେବେ କିପରି ତିନୋଟି ଅକ୍ଷର ଆସନ୍ତୁ ଦେଖିବା
Saturday, 23 January 2021
RAMAYAN- ODIA PALA(ରାମାୟଣ) || PART-1 || GAYIKA- NIRMALA MISHRA || GURU- GAYAK NRUSINGHA CHARAN HOTA
ଏହି କାର୍ଯ୍ୟକ୍ରମରେ ଗାୟକ ଯୁବସମ୍ରାଟ ନୃସିଂହ ଚରଣ ହୋତା ନୂତନ ଶିଷ୍ୟା ଭାବରେ ଗାୟିକା ନିର୍ମଳା ମିଶ୍ରଙ୍କୁ ଗ୍ରହଣ କରିଥିଲେ ଏବଂ ଗାୟିକା ନିର୍ମଳା ମିଶ୍ର ତାଙ୍କର ପ୍ରଥମ ପାଲା ପରିବେଷଣ କରିଥିଲେ, ଏହି ପାଲାର ବିଷୟବସ୍ତୁ ହେଉଛି ରାମାୟଣ, ଏହାକୁ ଗାୟିକା ନିର୍ମଳା ମିଶ୍ର ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ଗାୟିକା ବିଷୟବସ୍ତୁ ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା
Friday, 22 January 2021
PALA BHAJAN- BIBHUTI BHUSAN DASH(ପାଲା ଭଜନ) || PART-2 || GAYAK- ABHIRAM SATPATHY
ଏହି ପାଲା ଭଜନଟି ହେଉଛି ହେ ମହାବାହୁ , ଏହାକୁ ବିଭୁତି ଭୂଷଣ ଦାଶ ଗାଇଛନ୍ତି, ଏହି ପାଲା ଭଜନଟି ଓଡ଼ିଆ ପାଲା ଦ୍ୱାପରରେ ଜଗନ୍ନାଥ ବିଷୟରୁ ସଂଗୃହିତ, ଏହି ପାଲା କୁ ଗାୟକ ଵାଣିଖେତ୍ର ଶିରୋମଣି ଅଭିରାମ ଶତପଥି ପରିବେଷଣ କରିଛନ୍ତି
Tuesday, 19 January 2021
GAYAK- NRUSINGHA CHARAN HOTA || ଗାୟକ ନୃସିଂହ ଚରଣ ହୋତା ଙ୍କର ମହାମନ୍ତ୍ର ଗାୟନ ଓ ନୂତନ ଶିଷ୍ୟା ଗ୍ରହଣ
ଏହି କାର୍ଯ୍ୟକ୍ରମରେ ଗାୟକ ଯୁବସମ୍ରାଟ ନୃସିଂହ ଚରଣ ହୋତା ଗାୟିକା ନିର୍ମଳା ମିଶ୍ରଙ୍କୁ ନୂତନ ଶିଷ୍ୟା ରୂପରେ ଗ୍ରହଣ କରିଥିଲେ ଏବଂ ମହାମନ୍ତ୍ର ଗାୟନ କରିଥିଲେ
Monday, 18 January 2021
DWAPARARE JAGANNATH- PALA(ଦ୍ୱାପରରେ ଜଗନ୍ନାଥ) || END PART || GAYAK- ABHIRAM SATPATHY
ଏହି ପାଲାର ବିଷୟବସ୍ତୁ ହେଉଛି ଦ୍ୱାପରରେ ଜଗନ୍ନାଥ, ଏହାକୁ ଗାୟକ ଵାଣିଖେତ୍ର ଶିରୋମଣି ଅଧ୍ୟାପକ ଶ୍ରୀଯୁକ୍ତ ଅଭିରାମ ଶତପଥି ପରିବେଷଣ କରିଛନ୍ତି
Friday, 15 January 2021
PALA BHAJAN- BIBHUTI BHUSAN DAS(ପାଲା ଭଜନ) || GAYAK- ABHIRAM SATPATHY || B R MOVIES
ଏହି ପାଲା ଭଜନଟି ହେଉଛି କେଡେ ମଧୁର ତୁମ ନାମ ରସ, ଏହାକୁ ବିଭୁତି ଭୂଷଣ ଦାଶ ଗାଇଛନ୍ତି, ଏହି ପାଲା ଭଜନଟି ଓଡ଼ିଆ ପାଲା ଦ୍ୱାପରରେ ଜଗନ୍ନାଥ ବିଷୟରୁ ସଂଗୃହିତ, ଏହି ପାଲା କୁ ଗାୟକ ଵାଣିଖେତ୍ର ଶିରୋମଣି ଅଭିରାମ ଶତପଥି ପରିବେଷଣ କରିଛନ୍ତି
Wednesday, 13 January 2021
DWAPARARE JAGANNATH- PALA(ଦ୍ୱାପରରେ ଜଗନ୍ନାଥ) || PART-8 || GAYAK- ABHIRAM SATPATHY
ଏହି ପାଲାର ବିଷୟବସ୍ତୁ ହେଉଛି ଦ୍ୱାପରରେ ଜଗନ୍ନାଥ, ଏହାକୁ ଗାୟକ ଵାଣିଖେତ୍ର ଶିରୋମଣି ଅଧ୍ୟାପକ ଶ୍ରୀଯୁକ୍ତ ଅଭିରାମ ଶତପଥି ପରିବେଷଣ କରିଛନ୍ତି, ଏହି ଭାଗରେ ଋଷିଙ୍କ ସର୍ତ୍ତ ଅନୁଯାୟୀ ତାଙ୍କ ପୁତ୍ର ସେହି ଜଙ୍ଗଲ ଭିତରେ କୋଉଠି ହଜିଯାଇଛି, ତାକୁ ଖୋଜି ଆଣିଦେଲେ ସେ ତାଙ୍କ ଅଭିଶାପରୁ ସେହି ପୁତ୍ରକୁ ମୁକ୍ତ କରିଦେବେ, ଋଷିଙ୍କ ପୁତ୍ରକୁ ଖୋଜିବାକୁ ଯାଇ ସେହି ବୃଦ୍ଧଙ୍କ ପୁତ୍ରଟି କିଛି ଲୋକଙ୍କ ସହ ସର୍ତ୍ତ ପୁରାଣ କରିବା ଆଶାରେ ନଜାଣିପାରି ଯମପୁରକୁ ଚାଲିଯାଇଛି ଏବଂ ସେଠାରେ ମା କାଳୀଙ୍କ ପାଖରେ ତାକୁ ବଳି ଦେବାପାଇଁ ସେହି ଲୋକମାନେ ଯୋଜନା କରିଛନ୍ତି ତାପରେ କଣ ହୋଇଛି ଆସନ୍ତୁ ଦେଖିବା
Monday, 11 January 2021
DWAPARARE JAGANNATH- PALA(ଦ୍ୱାପରରେ ଜଗନ୍ନାଥ) || PART-7 || GAYAK- ABHIRAM SATPATHY
ଏହି ପାଲାର ବିଷୟବସ୍ତୁ ହେଉଛି ଦ୍ୱାପରରେ ଜଗନ୍ନାଥ, ଏହାକୁ ଗାୟକ ଵାଣିଖେତ୍ର ଶିରୋମଣି ଅଧ୍ୟାପକ ଶ୍ରୀଯୁକ୍ତ ଅଭିରାମ ଶତପଥି ପରିବେଷଣ କରିଛନ୍ତି, ଏହି ଭାଗରେ ପୁତ୍ରଟି ବୃକ୍ଷର ଅଗ୍ରଭାଗରେ ପକ୍ଷୀ ଶିକାର କରିବାକୁ ଯାଇ ସେଇ ଉଇ ହୁଙ୍କା ଉପରେ ଗୋଡ ପକାଇଛି, କିନ୍ତୁ ସେଇ ଉଇ ହୁଙ୍କା ଭିତରେ ଜଣେ ରୁଷି ତପସ୍ୟା କରୁଥିଲେ, ପୁତ୍ର ଅଜାଣତରେ ସେଇ ରୁଷି ଙ୍କ ଉପରେ ଗୋଡ଼ଟି ପକାଇଦେଇଛି, ରୁଷି ଜଣକ ଏଭଳି ଆଚରଣରେ ଖୁବ୍ଧ ହୋଇ ପୁତ୍ର କୁ ଅଭିଶାପ ଦେଲେ କି ସାତ ଦିନ ଭିତରେ ସର୍ପ ଦଂଶନରେ ତୁ ମୃତ୍ୟୁ ବରଣ କରିବୁ, ପୁତ୍ର ଟି ଅନୁରୋଧ କଲା ଏବଂ କ୍ଷମା ପ୍ରାଥନା କଲା, କିନ୍ତୁ ରୁଷି ଜଣକ ଏକ ସର୍ତ୍ତ ରଖିଲେ, ତାପରେ ପୁତ୍ରଟି ସର୍ତ୍ତ ଟିକୁ କିପରି ପାଳନ କରିପାରୁଛି ଆସନ୍ତୁ ଦେଖିବା
Saturday, 9 January 2021
DWAPARARE JAGANNATH- PALA(ଦ୍ୱାପରରେ ଜଗନ୍ନାଥ) || PART-6 || GAYAK- ABHIRAM SATPATHY
ଏହି ପାଲାର ବିଷୟବସ୍ତୁ ହେଉଛି ଦ୍ୱାପରରେ ଜଗନ୍ନାଥ, ଏହାକୁ ଗାୟକ ଵାଣିଖେତ୍ର ଶିରୋମଣି ଅଧ୍ୟାପକ ଶ୍ରୀଯୁକ୍ତ ଅଭିରାମ ଶତପଥି ପରିବେଷଣ କରିଛନ୍ତି, ଏହି ଭାଗରେ ପୁତ୍ରଟି ଜଙ୍ଗଲ କୁ ଯାଇ ପକ୍ଷୀଟିଏ ନ ମିଳବାରୁ ଚିନ୍ତିତ ହୋଇପଡିଲା, ଭାବିଲା କେମିତି ବିନା ଶିକାରରେ ଘରକୁ ଫେରିବି, କିଛି ଉପାୟ ନମିଳିବାରୁ ଶ୍ରୀକୃଷ୍ଣ ଙ୍କୁ ସ୍ମରଣ କଲା, ସଂଗେ ସଂଗେ ବୃକ୍ଷ ର ଅଗ୍ରଭାଗରେ କେତେକ ପକ୍ଷୀ ଆସି ବସିଲେ, ଏହା ଦେଖି ପୁତ୍ର ଖୁସି ହୋଇଗଲା କିନ୍ତୁ ବୃକ୍ଷର ଅଜରଭାଗକୁ ତାର ହାତ ପାଇଲା ନାହିଁ, ସେ ବୃକ୍ଷ ପାଖରେ ଏକ ଉଇ ହୁଙ୍କାକୁ ଦେଖିଲା, ସେଇ ହୁଙ୍କା ପାଖରେ ସାପ କାତି ପଡିଥିଲା, ତାପରେ କଣ ହୋଇଛି ଆସନ୍ତୁ ଦେଖିବା
Thursday, 7 January 2021
DWAPARARE JAGANNATH- PALA(ଦ୍ୱାପରରେ ଜଗନ୍ନାଥ) || PART-5 || GAYAK- ABHIRAM SATPATHY
ଏହି ପାଲାର ବିଷୟବସ୍ତୁ ହେଉଛି ଦ୍ୱାପରରେ ଜଗନ୍ନାଥ, ଏହାକୁ ଗାୟକ ଵାଣିଖେତ୍ର ଶିରୋମଣି ଅଧ୍ୟାପକ ଶ୍ରୀଯୁକ୍ତ ଅଭିରାମ ଶତପଥି ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟକ ଏକ କାହାଣୀ ମାଧ୍ୟମରେ ପୁତ୍ର ଶବ୍ଦର ଅର୍ଥ କଣ ଓ ଏହା କେଉଁଠୁ ଆସିଅଛି ସେ ବିଷୟରେ କହିଛନ୍ତି, ଗୋଟିଏ ଜଙ୍ଗଲରେ ଏକ ବୃଦ୍ଧ ଓ ତାଙ୍କ ପତ୍ନୀ ବାସ କରୁଥିଲେ, ସେମାନଙ୍କ ବାର୍ଦ୍ଧକ୍ୟ କାଳରେ ତାଙ୍କ ଏକମାତ୍ର ପୁତ୍ର କିପରି ଜଂଗଲ କୁ ଯାଇ ପାଖି ଶିକାର କରି ପିତାମାତାଙ୍କ ସେବା କରୁଥିଲେ ସେ ବିଷୟରେ ଗାୟକ ଆଲୋଚନା କରିଛନ୍ତି, ଦିନେ ଶିକାର କରିବା ପାଇଁ ପକ୍ଷୀଟିଏ ନମିଳିବାରୁ ତାଙ୍କ ପୁତ୍ର କଣ କରିଛି ଆସନ୍ତୁ ଦେଖିବା
Tuesday, 5 January 2021
DWAPARARE JAGANNATH- PALA(ଦ୍ୱାପରରେ ଜଗନ୍ନାଥ) || PART-4 || GAYAK- ABHIRAM SATPATHY
ଏହି ପାଲାର ବିଷୟବସ୍ତୁ ହେଉଛି ଦ୍ୱାପରରେ ଜଗନ୍ନାଥ, ଏହାକୁ ଗାୟକ ଵାଣିଖେତ୍ର ଶିରୋମଣି ଅଧ୍ୟାପକ ଶ୍ରୀଯୁକ୍ତ ଅଭିରାମ ଶତପଥି ପରିବେଷଣ କରିଛନ୍ତି, ଏହି ଭାଗରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ବିଷାଦ ଗ୍ରସ୍ତ ହୋଇ ବସିଛନ୍ତି, ଦେବର୍ଷି ନାରଦ ଆସି ପହଂଚିଗଲେ, ବିଷାଦର କାରଣ ପଚାରିଲେ, ଶ୍ରୀକୃଷ୍ଣ କହିଲେ ମୁ ଜଣେ ଭକ୍ତ ଙ୍କର ଅଭିଶାପ ବହନ କରିଛି ଯୋଉଁଥିପାଇଁ ମତେ ଆସନ୍ତା ଜନ୍ମରେ ବିକଟାଳ ରୂପ ଧାରଣ କରିବାକୁ ପଡିବ, କିଏ ସେଇ ଭକ୍ତ ଏବଂ କଣ ପାଇଁ ସେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଅଭିଶାପ ଦେଇଛନ୍ତି ଆସନ୍ତୁ ଦେଖିବା
Monday, 4 January 2021
DWAPARARE JAGANNATH- PALA(ଦ୍ୱାପରରେ ଜଗନ୍ନାଥ) || PART-3 || GAYAK- ABHIRAM SATPATHY
ଏହି ପାଲାର ବିଷୟବସ୍ତୁ ହେଉଛି ଦ୍ୱାପରରେ ଜଗନ୍ନାଥ, ଏହାକୁ ଗାୟକ ଵାଣିଖେତ୍ର ଶିରୋମଣି ଅଧ୍ୟାପକ ଶ୍ରୀଯୁକ୍ତ ଅଭିରାମ ଶତପଥି ପରିବେଷଣ କରିଛନ୍ତି, ଏହି ଭାଗରେ ପାଲାର ପ୍ରସଙ୍ଗକୁ ଆରମ୍ଭ କରିବାକୁ ଯାଇ ଗାୟକ କହିଛନ୍ତି ଆପଣମାନେ ଏ ଯୋଉ ଅଧାଗଢା ଜଗନ୍ନାଥ ଠାକୁରଙ୍କୁ ଦେଖୁଛନ୍ତି, ଏ ପ୍ରକୃତରେ କଳିଯୁଗର ନୁହନ୍ତି, ଏହି ଅଧାଗଢା ଜଗନ୍ନାଥ ଦ୍ୱାପର ଯୁଗରେ ମଧ୍ୟ ଅଛନ୍ତି, ତେବେ କାହିଁକି କେତେବେଳେ ଏବଂ କୋଉ ଭକ୍ତ ପାଇଁ ଏପରି ଅବତାର ନେଇଛନ୍ତି ତାହାକୁ ଗାୟକ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା
Friday, 1 January 2021
DWAPARARE JAGANNATH- PALA(ଦ୍ୱାପରରେ ଜଗନ୍ନାଥ) || PART-2 || GAYAK- ABHIRAM SATPATHY
ଏହି ପାଲାର ବିଷୟବସ୍ତୁ ହେଉଛି ଦ୍ୱାପରରେ ଜଗନ୍ନାଥ, ଏହାକୁ ଗାୟକ ଵାଣିଖେତ୍ର ଶିରୋମଣି ଅଧ୍ୟାପକ ଶ୍ରୀଯୁକ୍ତ ଅଭିରାମ ଶତପଥି ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା
Subscribe to:
Posts (Atom)