ଏହି ପାଲାର ବିଷୟବସ୍ତୁ ହେଉଛି ଦ୍ୱାପରରେ ଜଗନ୍ନାଥ, ଏହାକୁ ଗାୟକ ଵାଣିଖେତ୍ର ଶିରୋମଣି ଅଧ୍ୟାପକ ଶ୍ରୀଯୁକ୍ତ ଅଭିରାମ ଶତପଥି ପରିବେଷଣ କରିଛନ୍ତି, ଏହି ଭାଗରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ବିଷାଦ ଗ୍ରସ୍ତ ହୋଇ ବସିଛନ୍ତି, ଦେବର୍ଷି ନାରଦ ଆସି ପହଂଚିଗଲେ, ବିଷାଦର କାରଣ ପଚାରିଲେ, ଶ୍ରୀକୃଷ୍ଣ କହିଲେ ମୁ ଜଣେ ଭକ୍ତ ଙ୍କର ଅଭିଶାପ ବହନ କରିଛି ଯୋଉଁଥିପାଇଁ ମତେ ଆସନ୍ତା ଜନ୍ମରେ ବିକଟାଳ ରୂପ ଧାରଣ କରିବାକୁ ପଡିବ, କିଏ ସେଇ ଭକ୍ତ ଏବଂ କଣ ପାଇଁ ସେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଅଭିଶାପ ଦେଇଛନ୍ତି ଆସନ୍ତୁ ଦେଖିବା
No comments:
Post a Comment