Wednesday, 13 January 2021

DWAPARARE JAGANNATH- PALA(ଦ୍ୱାପରରେ ଜଗନ୍ନାଥ) || PART-8 || GAYAK- ABHIRAM SATPATHY

ଏହି ପାଲାର ବିଷୟବସ୍ତୁ ହେଉଛି ଦ୍ୱାପରରେ ଜଗନ୍ନାଥ, ଏହାକୁ ଗାୟକ ଵାଣିଖେତ୍ର ଶିରୋମଣି ଅଧ୍ୟାପକ ଶ୍ରୀଯୁକ୍ତ ଅଭିରାମ ଶତପଥି ପରିବେଷଣ କରିଛନ୍ତି, ଏହି ଭାଗରେ ଋଷିଙ୍କ ସର୍ତ୍ତ ଅନୁଯାୟୀ ତାଙ୍କ ପୁତ୍ର ସେହି ଜଙ୍ଗଲ ଭିତରେ କୋଉଠି ହଜିଯାଇଛି, ତାକୁ ଖୋଜି ଆଣିଦେଲେ ସେ ତାଙ୍କ ଅଭିଶାପରୁ ସେହି ପୁତ୍ରକୁ ମୁକ୍ତ କରିଦେବେ, ଋଷିଙ୍କ ପୁତ୍ରକୁ ଖୋଜିବାକୁ ଯାଇ ସେହି ବୃଦ୍ଧଙ୍କ ପୁତ୍ରଟି କିଛି ଲୋକଙ୍କ ସହ ସର୍ତ୍ତ ପୁରାଣ କରିବା ଆଶାରେ ନଜାଣିପାରି ଯମପୁରକୁ ଚାଲିଯାଇଛି ଏବଂ ସେଠାରେ ମା କାଳୀଙ୍କ ପାଖରେ ତାକୁ ବଳି ଦେବାପାଇଁ ସେହି ଲୋକମାନେ ଯୋଜନା କରିଛନ୍ତି ତାପରେ କଣ ହୋଇଛି ଆସନ୍ତୁ ଦେଖିବା 

No comments:

Post a Comment