ଏହି କାର୍ଯ୍ୟକ୍ରମରେ ଗାୟକ ଯୁବସମ୍ରାଟ ନୃସିଂହ ଚରଣ ହୋତା ନୂତନ ଶିଷ୍ୟା ଭାବରେ ଗାୟିକା ନିର୍ମଳା ମିଶ୍ରଙ୍କୁ ଗ୍ରହଣ କରିଥିଲେ ଏବଂ ଗାୟିକା ନିର୍ମଳା ମିଶ୍ର ତାଙ୍କର ପ୍ରଥମ ପାଲା ପରିବେଷଣ କରିଥିଲେ, ଏହି ପାଲାର ବିଷୟବସ୍ତୁ ହେଉଛି ରାମାୟଣ, ଏହାକୁ ଗାୟିକା ନିର୍ମଳା ମିଶ୍ର ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟିକା ବିଷୟ ରାମାୟଣ ପ୍ରସଙ୍ଗ ଅନୁଯାୟୀ ଶ୍ରୀରାମଚନ୍ଦ୍ର ଙ୍କର ନାମର ତାତ୍ପଯ୍ୟ କୁ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି, ଶ୍ରୀରାମଚନ୍ଦ୍ର ଙ୍କ ନାମରେ ଚନ୍ଦ୍ର କାହିଁକି ଲାଗିଛି ଏବଂ ସୂର୍ଯ୍ୟ କାହିଁକି ଲାଗିଲା ନାହିଁ ସେ ବିଷୟରେ ଆଲୋଚନା କରିଛନ୍ତି, ଆହୁରି ମଧ୍ୟ ରାମ ଦୁଇଟି ଅକ୍ଷର ନୁହେଁ ବରଂ ତିନୋଟି ଅକ୍ଷର ତେବେ କିପରି ତିନୋଟି ଅକ୍ଷର ଆସନ୍ତୁ ଦେଖିବା
No comments:
Post a Comment