Thursday, 29 July 2021

SHUKRACHARYA NKA SHISHYA GRAHANA- LADIES PALA || PART-4 || GAYIKA- SHUSHREE SHRIMATI SWAIN

ଏହି ଭାଗର ସାରାଂଶ:- 
             ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଶୁକ୍ରାଚାର୍ଯ୍ୟଙ୍କ ଶିଷ୍ୟ ଗ୍ରହଣ, ଏହାକୁ ଗାୟିକା ସୁଶ୍ରୀ ଶ୍ରୀମତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, 

Tuesday, 27 July 2021

SHUKRACHARYA NKA SHISHYA GRAHANA- LADIES PALA || PART-3 || GAYIKA- SHUSHREE SHRIMATI SWAIN

ଏହି ଭାଗର ସାରାଂଶ:- 
             ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଶୁକ୍ରାଚାର୍ଯ୍ୟଙ୍କ ଶିଷ୍ୟ ଗ୍ରହଣ, ଏହାକୁ ଗାୟିକା ସୁଶ୍ରୀ ଶ୍ରୀମତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, 

Friday, 23 July 2021

SHUKRACHARYA NKA SHISHYOTWA GRAHANA- LADIES PALA || PART-1 || GAYIKA- SHUSHREE SHRIMATI SWAIN

ଏହି ଭାଗର ସାରାଂଶ:- 
             ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଶୁକ୍ରାଚାର୍ଯ୍ୟଙ୍କ ଶିଷ୍ୟତ୍ୱ ଗ୍ରହଣ, ଏହାକୁ ଗାୟିକା ସୁଶ୍ରୀ ଶ୍ରୀମତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି 

Wednesday, 21 July 2021

HARIHARA NK KATHOPA KATHANA- ODIA PALA(ହରିହରଙ୍କ କଥୋପ କଥନ) || GAYIKA- SUSHREE SHRIMATI SWAIN

ଏହି ଭାଗର ସାରାଂଶ:- 
             ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ହରିହର ଙ୍କ କଥୋପ କଥନ, ଏହାକୁ ଗାୟିକା ସୁଶ୍ରୀ ଶ୍ରୀମତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି 

Monday, 19 July 2021

MAA RA MAMATA- LADIES PALA(ମା ର ମମତା) || GAYIKA- PRABHATI SWAIN || B R MOVIES

ଏହି ଭାଗର ସାରାଂଶ:- 
             ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ମା ର ମମତା, ଏହାକୁ ଗାୟିକା ପ୍ରଭାତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟିକା ମାର ମମତା କିପରି ହୋଇଥାଏ ସେ ବିଷୟରେ ଏକ ଉଦାହରଣ ଦେଇ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି, ଏବଂ ଏହି କଳିଯୁଗରେ ମାର ମମତା କୁ କିପରି ପୁତ୍ର ମାନେ ବୁଝିପାରିବେ ନାହିଁ ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା 

Saturday, 17 July 2021

DWARAKAPURARE SRIKRUSHNA- LADIES PALA(ଦ୍ଵାରକାପୁରରେ ଶ୍ରୀକୃଷ୍ଣ) || END PART || GAYIKA- PRABHATI SWAIN

ଏହି ଭାଗର ସାରାଂଶ:- 
             ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଦ୍ଵାରକାପୁରରେ ଶ୍ରୀକୃଷ୍ଣ, ଏହାକୁ ଗାୟିକା ପ୍ରଭାତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ହନୁମାନ ଦ୍ଵାରକାପୁରକୁ ଆସିଛନ୍ତି, ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ରୁକ୍ମିଣୀ ଙ୍କୁ ମା ସୀତା ଙ୍କ ବେଶ ଧାରଣ କରିବା ପାଇଁ କହିଛନ୍ତି, କିନ୍ତୁ ରୁକ୍ମିଣୀ ମନା କରିଛନ୍ତି ଏବଂ କହିଛନ୍ତି ସୀତା ନାମଟି ପବିତ୍ର ହେଇପାରେ କିନ୍ତୁ ସୀତା ହେଉଛନ୍ତି ଅପବିତ୍ର, ତେଣୁ ମୁ ସୀତା ବେଶ ଧାରଣ କରିବି ନାହିଁ, ତାପରେ କଣ ହେଉଛି ଆସନ୍ତୁ ଦେଖିବା 

Thursday, 15 July 2021

DWARAKAPURARE SRIKRUSHNA- LADIES PALA(ଦ୍ଵାରକାପୁରରେ ଶ୍ରୀକୃଷ୍ଣ) || PART-4 || GAYIKA- PRABHATI SWAIN

ଏହି ଭାଗର ସାରାଂଶ:- 
             ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଦ୍ଵାରକାପୁରରେ ଶ୍ରୀକୃଷ୍ଣ, ଏହାକୁ ଗାୟିକା ପ୍ରଭାତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ସତ୍ୟଭାମା ଶ୍ରୀକୃଷ୍ଣ ଙ୍କୁ ଶହେଆଠ ପଦ୍ମଫୁଲ ମାଗିଛନ୍ତି, ଶ୍ରୀକୃଷ୍ଣ ପଦ୍ମ ଫୁଲ ଆଣିଦେବେ ବୋଲି ସତ୍ୟ କରିଛନ୍ତି ଏବଂ ଗରୁଡ କୁ ନିର୍ଦେଶ ଦେଇଛନ୍ତି ପୁଷ୍କରିଣୀରୁ ପଦ୍ମ ଫୁଲ ଆଣିବା ପାଇଁ, ଗରୁଡ ଶ୍ରୀକୃଷ୍ଣ ଙ୍କ ନିର୍ଦେଶ ଅନୁଯାୟୀ ପୁଷ୍କରିଣୀ ପାଖକୁ ଯାଇଛନ୍ତି କିନ୍ତୁ ସେହି ପୁଷ୍କରିଣୀକୁ ହନୁମାନ ଜଗିଛନ୍ତି ଏବଂ ଗରୁଡର ପଥରୋଧ, ତାପରେ କଣ ହେଉଛି ଆସନ୍ତୁ ଦେଖିବା 

Tuesday, 13 July 2021

DWARAKAPURARE SRIKRUSHNA- LADIES PALA(ଦ୍ଵାରକାପୁରରେ ଶ୍ରୀକୃଷ୍ଣ) || PART-3 || GAYIKA- PRABHATI SWAIN

ଏହି ଭାଗର ସାରାଂଶ:- 
             ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଦ୍ଵାରକାପୁରରେ ଶ୍ରୀକୃଷ୍ଣ, ଏହାକୁ ଗାୟିକା ପ୍ରଭାତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟିକା ମନ କଣ ଏବଂ ପ୍ରାଣ କଣ ସେ ବିଷୟରେ ଆଲୋଚନା କରିଛନ୍ତି, ଆମ ଶରୀର ଭିତରେ କେଉଁ ପ୍ରାଣ ରହିଛି ଏବଂ ଶରୀର ବାହାରେ କେଉଁ ପ୍ରାଣ ରହିଛି ସେ ବିଷୟରେ ମଧ୍ୟ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି, ଆହୁରି ଆମ ଶରୀର ମଧ୍ୟରେ ଛଟି ଚକ୍ର ରହିଛି, ତେବେ କେଉଁ ଚକ୍ରରେ କେଉଁ ପ୍ରାଣ ରହିଛି ଆସନ୍ତୁ ଦେଖିବା 

Sunday, 11 July 2021

DWARAKAPURARE SRIKRUSHNA- LADIES PALA(ଦ୍ଵାରକାପୁରରେ ଶ୍ରୀକୃଷ୍ଣ) || PART-2 || GAYIKA- PRABHATI SWAIN

ଏହି ଭାଗର ସାରାଂଶ:- 
             ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଦ୍ଵାରକାପୁରରେ ଶ୍ରୀକୃଷ୍ଣ, ଏହାକୁ ଗାୟିକା ପ୍ରଭାତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟିକା ଭଗବାନ କାହିଁକି ସବୁ ସହନ୍ତି କିନ୍ତୁ କାହାର ଗର୍ବ ସହିପାରନ୍ତି ନାହିଁ  ସେ ବିଷୟରେ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା 

Friday, 9 July 2021

DWARAKAPURARE SRIKRUSHNA- LADIES PALA(ଦ୍ଵାରକାପୁରରେ ଶ୍ରୀକୃଷ୍ଣ) || PART-1 || GAYIKA- PRABHATI SWAIN

ଏହି ଭାଗର ସାରାଂଶ:- 
             ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଦ୍ଵାରକାପୁରରେ ଶ୍ରୀକୃଷ୍ଣ, ଏହାକୁ ଗାୟିକା ପ୍ରଭାତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟିକା ଭଗବାନ କାହିଁକି ସବୁ ସହନ୍ତି କିନ୍ତୁ କାହାର ଗର୍ବ ସହିପାରନ୍ତି ନାହିଁ  ସେ ବିଷୟରେ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା 

Wednesday, 7 July 2021

KANDHEI THAKURA- PALA BHAJAN(କଣ୍ଢେଇ ଠାକୁର) || GAYIKA- MINATI SWAIN || B R MOVIES

ଏହି ଭାଗର ସାରାଂଶ:- 
              ଏହି ଓଡ଼ିଆ ପାଲା ଭଜନଟି ହେଉଛି କଣ୍ଢେଇ ଠାକୁର, ଏହି ପାଲା ଭଜନଟି ଓଡ଼ିଆ ପାଲା ପୁରାଣର ତତ୍ତ୍ୱକଥା ବିଷୟବସ୍ତୁରୁ ସଂଗୃହିତ, ଏହାକୁ ଗାୟିକା ମିନତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଥିଲେ 

Saturday, 3 July 2021

ଗାୟକ ନୃସିଂହ ହୋତାଙ୍କର ଗୁରୁ ପୂଜନ କାର୍ଯ୍ୟକ୍ରମ- ଗାୟକ ଭାସ୍କର ଚନ୍ଦ୍ର ସାହୁଙ୍କର ୬୦ ତମ ଜନ୍ମଜୟନ୍ତୀ

ଏହି ଭାଗର ସାରାଂଶ:- 
              ଏହି ଭାଗଟି ହେଉଛି ଗାୟକ ନୃସିଂହ ଚରଣ ହୋତା ଙ୍କର ଗୁରୁ ପୂଜନ କାର୍ଯ୍ୟକ୍ରମ, ଏହି କାର୍ଯ୍ୟକ୍ରମଟି ଗାୟକ ଜ୍ଞାନବାରିଧି ଭାସ୍କର ଚନ୍ଦ୍ର ସାହୁ ଙ୍କର ୬୦ ତମ ଜନ୍ମଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇଥିଲା 

Thursday, 1 July 2021

ଗାୟକ ନୃସିଂହ ହୋତାଙ୍କର ଗୁରୁ ପୂଜନ କାର୍ଯ୍ୟକ୍ରମ- ଗାୟକ ଭାସ୍କର ଚନ୍ଦ୍ର ସାହୁଙ୍କର ୬୦ ତମ ଜନ୍ମଜୟନ୍ତୀ

ଏହି ଭାଗର ସାରାଂଶ:- 
              ଏହି ଭାଗଟି ହେଉଛି ଗାୟକ ନୃସିଂହ ଚରଣ ହୋତା ଙ୍କର ଗୁରୁ ପୂଜନ କାର୍ଯ୍ୟକ୍ରମ, ଏହି କାର୍ଯ୍ୟକ୍ରମଟି ଗାୟକ ଜ୍ଞାନବାରିଧି ଭାସ୍କର ଚନ୍ଦ୍ର ସାହୁ ଙ୍କର ୬୦ ତମ ଜନ୍ମଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇଥିଲା