Tuesday, 28 December 2021

ODIA PALA CHAMPU(ଓଡ଼ିଆ ପାଲା ଚମ୍ପୁ) || GAYAK-BASANT KUMAR BEHERA || B R MOVIES

ବିଷୟବସ୍ତୁର ସାରାଂଶ:-
                 ଏହି ଓଡ଼ିଆ ପାଲା ଚମ୍ପୁ ଭାଗଟି ଓଡ଼ିଆ ପାଲା ଭକ୍ତିମତି ଭାନୁମତୀ ବିଷୟବସ୍ତୁରୁ ସଂଗୃହିତ, ଏହାକୁ ଗାୟକ ବସନ୍ତ କୁମାର ବେହେରା ଓ ସାଥିମାନେ ପରିବେଷଣ କରିଛନ୍ତି 

Tuesday, 21 December 2021

ODIA PALA ODISHI SONG(ପାଲାରେ ଓଡିଶୀ ସଂଗୀତ)||ODIA PALA||GAYAK BASANT KUMAR BEHERA

ଓଡିଶୀ ସଂଗୀତ ଆମ ଓଡିଶା ର ପରମ୍ପରା ଆମ ପ୍ରାଚୀନ କାବ୍ୟ ସଂସ୍କୃତିର ଏକ ପରିଚୟ ,ଯେଉଁ ସଂଗୀତ କୁ ଶୁଣିଲେ ଆମେ ପ୍ରାଚୀନ ଭକ୍ତ କବି ମାନଙ୍କର ଅନବଦ୍ୟ କୃତୀକୁ ସ୍ମରଣ କରି ତାଙ୍କର ଉଚା ପ୍ରଶଂସା କରିବା କୁ ପଛାଉ ନାହିଁ ଏବଂ ରାଧା କୃଷ୍ଣ ଙ୍କର ଅନବଦ୍ୟ ପ୍ରୀତି କୁ ଆମେ ଅନୁଭବ କରିଥାଉ ଏବଂ ମନ କୁ ଶାନ୍ତ ସରଳ ଏବଂ ଭଗବାନ ନ୍କ ନାମରେ ଶାଣିତ ହୋଇଥାଉ ତେବେ ଆସନ୍ତୁ ଏକ ସୁନ୍ଦର ପାରମ୍ପରିକ ଓଡିଶୀ ସଂଗୀତ ଶୁଣିବା 

Wednesday, 8 December 2021

BHAKTIMATI BHANUMATI(ଭକ୍ତିମତି ଭାନୁମତୀ)||ODIA PALA||PART-2||GAYAK BASANT KUMAR BEHERA

ଏହି ଭାଗର ସାରାଂଶ :-
                ଏହି ପାଲାର ବିଷୟବସ୍ତୁ ହେଉଛି ଭକ୍ତିମତି ଭାନୁମତୀ, ଏହାକୁ ଗାୟକ ରସ ସାଗର ବସନ୍ତ କୁମାର ବେହେରା ଓ ସାଥିମାନେ ପରିବେଷଣ କରିଛନ୍ତି

Tuesday, 7 December 2021

BHAKTIMATI BHANUMATI(ଭକ୍ତିମତି ଭାନୁମତୀ)||ODIA PALA||PART-1||GAYAK BASANT KUMAR BEHERA

ଏହି ଭାଗର ସାରାଂଶ :-
                ଏହି ପାଲାର ବିଷୟବସ୍ତୁ ହେଉଛି ଭକ୍ତିମତି ଭାନୁମତୀ, ଏହାକୁ ଗାୟକ ରସ ସାଗର ବସନ୍ତ କୁମାର ବେହେରା ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟକ ପାଲାର ମଙ୍ଗଳାଚରଣରୁ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା 

Wednesday, 1 December 2021

SRIRAM NKU SATA TI PRASNA(ଶ୍ରୀ ରାମଙ୍କୁ ସାତ ଟି ପ୍ରଶ୍ନ) ||PART-4|| GAYAK-NRUSINGHA CHARAN HOTA

ଏହି ଭାଗର ସାରାଂଶ:-
               ଏହି ପାଲାର ବିଷୟବସ୍ତୁ ହେଉଛି ଶ୍ରୀରାମଙ୍କୁ ସାତ ଟି ପ୍ରଶ୍ନ, ଏହାକୁ ଗାୟକ ନୃସିଂହ ଚରଣ ହୋତା ଓ ସାଥିମାନେ ପରିବେଷଣ କରିଛନ୍ତି