Tuesday, 29 June 2021

ଗାୟକ ନୃସିଂହ ହୋତାଙ୍କର ଗୁରୁ ପୂଜନ କାର୍ଯ୍ୟକ୍ରମ- ଗାୟକ ଭାସ୍କର ଚନ୍ଦ୍ର ସାହୁଙ୍କର ୬୦ ତମ ଜନ୍ମଜୟନ୍ତୀ

ଏହି ଭାଗର ସାରାଂଶ:- 
              ଏହି ଭାଗଟି ହେଉଛି ଗାୟକ ନୃସିଂହ ଚରଣ ହୋତା ଙ୍କର ଗୁରୁ ପୂଜନ କାର୍ଯ୍ୟକ୍ରମ, ଏହି କାର୍ଯ୍ୟକ୍ରମଟି ଗାୟକ ଜ୍ଞାନବାରିଧି ଭାସ୍କର ଚନ୍ଦ୍ର ସାହୁ ଙ୍କର ୬୦ ତମ ଜନ୍ମଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇଥିଲା 

Sunday, 27 June 2021

Friday, 25 June 2021

ଗାୟକ ନୃସିଂହ ହୋତାଙ୍କର ଗୁରୁ ପୂଜନ କାର୍ଯ୍ୟକ୍ରମ- ଗାୟକ ଜ୍ଞାନବାରିଧି ଭାସ୍କର ଚନ୍ଦ୍ର ସାହୁ ଙ୍କର ୬୦ ତମ ଜନ୍ମଜୟନ୍ତୀ

ଏହି ଭାଗର ସାରାଂଶ:- 
              ଏହି ଭାଗଟିର ସାରାଂଶ ହେଉଛି ଗାୟକ ନୃସିଂହ ଚରଣ ହୋତା ଙ୍କର ଗୁରୁ ପୂଜନ କାର୍ଯ୍ୟକ୍ରମ, ଏହି କାର୍ଯ୍ୟକ୍ରମଟି ଗାୟକ ଜ୍ଞାନବାରିଧି ଭାସ୍କର ଚନ୍ଦ୍ର ସାହୁ ଙ୍କର ୬୦ ତମ ଜନ୍ମଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇଥିଲା  

Wednesday, 23 June 2021

ODIA PALA ODISHI AND BHAJAN(ଓଡ଼ିଆ ପାଲା ଓଡିଶୀ ଓ ଭଜନ) || GAYIKA- MINATI SWAIN

ଏହି ଭାଗର ସାରାଂଶ:-
 ଏହି ଓଡ଼ିଆ ପାଲା ଓଡିଶୀ ଓ ଭଜନ ଭାଗଟି ଓଡ଼ିଆ ପାଲା ପୁରାଣର ତତ୍ତ୍ୱକଥା ବିଷୟବସ୍ତୁ ରୁ ସଂଗୃହିତ, ଏହି ପାଲାକୁ ଗାୟିକା ମିନତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଥିଲେ ଆସନ୍ତୁ ଦେଖିବା ଏହି ସୁନ୍ଦର ଓଡିଶୀ ଓ ଭଜନ 

Saturday, 19 June 2021

LADIES BADIPALA-PURANARA TATWAKATHA(ପୁରାଣର ତତ୍ତ୍ୱକଥା) || PART-6 || GAYIKA MINATI SWAIN

ଏହି ଭାଗର ସାରାଂଶ :- 
ଏହି ବାଦୀପାଲା ଗାୟିକା ଛାନ୍ଦପ୍ରବୀଣା ସୁଭଦ୍ରା ବେହେରା ଓ ଗାୟିକା ମିନତୀ ସ୍ୱାଇଁ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏହି ଓଡ଼ିଆ ବାଦୀପାଲାର ବିଷୟବସ୍ତୁ ହେଉଛି ପୁରାଣର ତତ୍ତ୍ୱକଥା, ଏହାକୁ ଗାୟିକା ମିନତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି 
ଏହି ଭାଗରେ ଗାୟିକା ବ୍ରାହ୍ମଣ ମାନେ କାହିଁକି ଡାହାଣ ହାତରେ ଆଶୀର୍ବାଦ ଦେଇଥାନ୍ତି ଏବଂ ବାମ ହାତରେ ଦେଇନଥାନ୍ତି ସେ ବିଷୟରେ ଆଲୋଚନା କରିଛନ୍ତି, ବ୍ରାହ୍ମଣ ମାନେ ଡାହାଣ ହାତରେ ଆଶୀର୍ବାଦ କଲେ କେଉଁ ପୁଣ୍ୟ ଲାଭ ହୋଇଥାଏ ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି, ବ୍ରାହ୍ମଣ ଙ୍କ ଅନ୍ୟନାମ ହେଉଛି ପୁରୋହିତ, ତେବେ ଏହି ପୁରୋହିତ ନାମ ର ଅର୍ଥ କଣ ତାହାକୁ ମଧ୍ୟ ଗାୟିକା ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା 

Thursday, 17 June 2021

LADIES BADIPALA-PURANARA TATWAKATHA(ପୁରାଣର ତତ୍ତ୍ୱକଥା) || PART-5 || GAYIKA- MINATI SWAIN

ଏହି ଭାଗର ସାରାଂଶ :- 
ଏହି ବାଦୀପାଲା ଗାୟିକା ଛାନ୍ଦପ୍ରବୀଣା ସୁଭଦ୍ରା ବେହେରା ଓ ଗାୟିକା ମିନତୀ ସ୍ୱାଇଁ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏହି ଓଡ଼ିଆ ବାଦୀପାଲାର ବିଷୟବସ୍ତୁ ହେଉଛି ପୁରାଣର ତତ୍ତ୍ୱକଥା, ଏହାକୁ ଗାୟିକା ମିନତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା  

Tuesday, 15 June 2021

LADIES BADIPALA-PURANARA TATWAKATHA(ପୁରାଣର ତତ୍ତ୍ୱକଥା) || PART-4 || GAYIKA- MINATI SWAIN

ଏହି ଭାଗର ସାରାଂଶ :- 
ଏହି ବାଦୀପାଲା ଗାୟିକା ଛାନ୍ଦପ୍ରବୀଣା ସୁଭଦ୍ରା ବେହେରା ଓ ଗାୟିକା ମିନତୀ ସ୍ୱାଇଁ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏହି ଓଡ଼ିଆ ବାଦୀପାଲାର ବିଷୟବସ୍ତୁ ହେଉଛି ପୁରାଣର ତତ୍ତ୍ୱକଥା, ଏହାକୁ ଗାୟିକା ମିନତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା  

Monday, 14 June 2021

LADIES BADIPALA-PURANARA TATWAKATHA(ପୁରାଣର ତତ୍ତ୍ୱକଥା) || PART-3 || GAYIKA- MINATI SWAIN

ଏହି ଭାଗର ସାରାଂଶ :- 
ଏହି ବାଦୀପାଲା ଗାୟିକା ଛାନ୍ଦପ୍ରବୀଣା ସୁଭଦ୍ରା ବେହେରା ଓ ଗାୟିକା ମିନତୀ ସ୍ୱାଇଁ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏହି ଓଡ଼ିଆ ବାଦୀପାଲାର ବିଷୟବସ୍ତୁ ହେଉଛି ପୁରାଣର ତତ୍ତ୍ୱକଥା, ଏହାକୁ ଗାୟିକା ମିନତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା  

Friday, 11 June 2021

LADIES BADIPALA-PURANARA TATWAKATHA(ପୁରାଣର ତତ୍ତ୍ୱକଥା) || PART-2 || GAYIKA- MINATI SWAIN

ଏହି ଭାଗର ସାରାଂଶ :- 
ଏହି ବାଦୀପାଲା ଗାୟିକା ଛାନ୍ଦପ୍ରବୀଣା ସୁଭଦ୍ରା ବେହେରା ଓ ଗାୟିକା ମିନତୀ ସ୍ୱାଇଁ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏହି ଓଡ଼ିଆ ବାଦୀପାଲାର ବିଷୟବସ୍ତୁ ହେଉଛି ପୁରାଣର ତତ୍ତ୍ୱକଥା, ଏହାକୁ ଗାୟିକା ମିନତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା  

Wednesday, 9 June 2021

LADIES BADIPALA-PURANARA TATWAKATHA(ପୁରାଣର ତତ୍ତ୍ୱକଥା) || PART-1 || GAYIKA- MINATI SWAIN

ଏହି ଭାଗର ସାରାଂଶ :- 
ଏହି ବାଦୀପାଲା ଗାୟିକା ଛାନ୍ଦପ୍ରବୀଣା ସୁଭଦ୍ରା ବେହେରା ଓ ଗାୟିକା ମିନତୀ ସ୍ୱାଇଁ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏହି ଓଡ଼ିଆ ବାଦୀପାଲାର ବିଷୟବସ୍ତୁ ହେଉଛି ପୁରାଣର ତତ୍ତ୍ୱକଥା, ଏହାକୁ ଗାୟିକା ମିନତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା  

Monday, 7 June 2021

ଗାୟକରତ୍ନ ଲୋକନାଥ କର ଙ୍କର କୋଇଲି ମାଳିକା || GAYIKA- SUBHADRA BEHERA || B R MOVIES

ଏହି ଭାଗର ସାରାଂଶ :- 
ଏହି ଭାଗଟିର ସାରାଂଶ ହେଉଛି ଗାୟକରତ୍ନ ଲୋକନାଥ କର ଙ୍କର କୋଇଲି ମାଳିକା, ଏହାକୁ ଗାୟିକା ଛାନ୍ଦପ୍ରବୀଣା ସୁଭଦ୍ରା ବେହେରା ଓ ସାଥିମାନେ ପରିବେଷଣ କରିଛନ୍ତି ଆସନ୍ତୁ ଦେଖିବା କୋଇଲି ମାଳିକା  

Saturday, 5 June 2021

ODIA PALA COMEDY || BHARAT CHANDRA PRADHAN || RASHMI BARIK || GAYIKA- SUBHADRA BEHERA

ଏହି ଭାଗର ସାରାଂଶ:-
ଏହି ଓଡ଼ିଆ ପାଲା କମେଡି ଭାଗଟି ପାଲା ରୁକ୍ମିଣୀ ବିବାହ ବିଷୟବସ୍ତୁରୁ ସଂଗୃହିତ, ଏହି କମେଡିକୁ ଭରତ ଚନ୍ଦ୍ର ପ୍ରଧାନ ଓ ରଶ୍ମି ବାରିକ ପରିବେଷଣ କରିଛନ୍ତି, ଏହି ପାଲାକୁ ଗାୟିକା ଛାନ୍ଦପ୍ରବୀଣା ସୁଭଦ୍ରା ବେହେରା ଓ ସାଥିମାନେ ପରିବେଷଣ କରିଥିଲେ    

Thursday, 3 June 2021

ODIA BADIPALA- RUKMINI BIBAHA(ରୁକ୍ମିଣୀ ବିବାହ) || END PART || GAYIKA- SUBHADRA BEHERA

ଏହି ଭାଗର ସାରାଂଶ:-
ଏହି ଓଡ଼ିଆ ବାଦୀପାଲାର ବିଷୟବସ୍ତୁ ହେଉଛି ରୁକ୍ମିଣୀ ବିବାହ, ଏହି ବାଦୀପାଲା ଗାୟିକା ଛାନ୍ଦପ୍ରବୀଣା ସୁଭଦ୍ରା ବେହେରା ଓ ଗାୟିକା ମିନତୀ ସ୍ୱାଇଁ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ପ୍ରଥମେ ଗାୟିକା ସୁଭଦ୍ରା ବେହେରା ଓ ସାଥିମାନେ ବାଦୀପାଲା ରୁକ୍ମିଣୀ ବିବାହ ବିଷୟବସ୍ତୁକୁ ପରିବେଷଣ କରିଥିଲେ

Wednesday, 2 June 2021

ODIA PALA CHAMPU(ଓଡ଼ିଆ ପାଲା ଚମ୍ପୁ) || GAYIKA- GOURIBALA SWAIN || B R MOVIES

ଏହି ଭାଗର ସାରାଂଶ:-
ଏହି ଓଡ଼ିଆ ପାଲା ଚମ୍ପୂ ଭାଗଟି ଓଡ଼ିଆ ପାଲା ରୁ ସଂଗୃହିତ, ଏହି ପାଲାକୁ ଗାୟିକା କଳକଣ୍ଠି ଗୌରୀଵାଲା ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଥିଲେ