Saturday, 9 January 2021

DWAPARARE JAGANNATH- PALA(ଦ୍ୱାପରରେ ଜଗନ୍ନାଥ) || PART-6 || GAYAK- ABHIRAM SATPATHY

ଏହି ପାଲାର ବିଷୟବସ୍ତୁ ହେଉଛି ଦ୍ୱାପରରେ ଜଗନ୍ନାଥ, ଏହାକୁ ଗାୟକ ଵାଣିଖେତ୍ର ଶିରୋମଣି ଅଧ୍ୟାପକ ଶ୍ରୀଯୁକ୍ତ ଅଭିରାମ ଶତପଥି ପରିବେଷଣ କରିଛନ୍ତି, ଏହି ଭାଗରେ ପୁତ୍ରଟି ଜଙ୍ଗଲ କୁ ଯାଇ ପକ୍ଷୀଟିଏ ନ ମିଳବାରୁ ଚିନ୍ତିତ ହୋଇପଡିଲା, ଭାବିଲା କେମିତି ବିନା ଶିକାରରେ ଘରକୁ ଫେରିବି, କିଛି ଉପାୟ ନମିଳିବାରୁ ଶ୍ରୀକୃଷ୍ଣ ଙ୍କୁ ସ୍ମରଣ କଲା, ସଂଗେ ସଂଗେ ବୃକ୍ଷ ର ଅଗ୍ରଭାଗରେ କେତେକ ପକ୍ଷୀ ଆସି ବସିଲେ, ଏହା ଦେଖି ପୁତ୍ର ଖୁସି ହୋଇଗଲା କିନ୍ତୁ ବୃକ୍ଷର ଅଜରଭାଗକୁ ତାର ହାତ ପାଇଲା ନାହିଁ, ସେ ବୃକ୍ଷ ପାଖରେ ଏକ ଉଇ ହୁଙ୍କାକୁ ଦେଖିଲା, ସେଇ ହୁଙ୍କା ପାଖରେ ସାପ କାତି ପଡିଥିଲା, ତାପରେ କଣ ହୋଇଛି ଆସନ୍ତୁ ଦେଖିବା   

No comments:

Post a Comment