ଏହି ପାଲାର ବିଷୟବସ୍ତୁ ହେଉଛି ଦ୍ୱାପରରେ ଜଗନ୍ନାଥ, ଏହାକୁ ଗାୟକ ଵାଣିଖେତ୍ର ଶିରୋମଣି ଅଧ୍ୟାପକ ଶ୍ରୀଯୁକ୍ତ ଅଭିରାମ ଶତପଥି ପରିବେଷଣ କରିଛନ୍ତି, ଏହି ଭାଗରେ ପୁତ୍ରଟି ବୃକ୍ଷର ଅଗ୍ରଭାଗରେ ପକ୍ଷୀ ଶିକାର କରିବାକୁ ଯାଇ ସେଇ ଉଇ ହୁଙ୍କା ଉପରେ ଗୋଡ ପକାଇଛି, କିନ୍ତୁ ସେଇ ଉଇ ହୁଙ୍କା ଭିତରେ ଜଣେ ରୁଷି ତପସ୍ୟା କରୁଥିଲେ, ପୁତ୍ର ଅଜାଣତରେ ସେଇ ରୁଷି ଙ୍କ ଉପରେ ଗୋଡ଼ଟି ପକାଇଦେଇଛି, ରୁଷି ଜଣକ ଏଭଳି ଆଚରଣରେ ଖୁବ୍ଧ ହୋଇ ପୁତ୍ର କୁ ଅଭିଶାପ ଦେଲେ କି ସାତ ଦିନ ଭିତରେ ସର୍ପ ଦଂଶନରେ ତୁ ମୃତ୍ୟୁ ବରଣ କରିବୁ, ପୁତ୍ର ଟି ଅନୁରୋଧ କଲା ଏବଂ କ୍ଷମା ପ୍ରାଥନା କଲା, କିନ୍ତୁ ରୁଷି ଜଣକ ଏକ ସର୍ତ୍ତ ରଖିଲେ, ତାପରେ ପୁତ୍ରଟି ସର୍ତ୍ତ ଟିକୁ କିପରି ପାଳନ କରିପାରୁଛି ଆସନ୍ତୁ ଦେଖିବା
No comments:
Post a Comment