Thursday, 7 January 2021

DWAPARARE JAGANNATH- PALA(ଦ୍ୱାପରରେ ଜଗନ୍ନାଥ) || PART-5 || GAYAK- ABHIRAM SATPATHY

ଏହି ପାଲାର ବିଷୟବସ୍ତୁ ହେଉଛି ଦ୍ୱାପରରେ ଜଗନ୍ନାଥ, ଏହାକୁ ଗାୟକ ଵାଣିଖେତ୍ର ଶିରୋମଣି ଅଧ୍ୟାପକ ଶ୍ରୀଯୁକ୍ତ ଅଭିରାମ ଶତପଥି ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟକ ଏକ କାହାଣୀ ମାଧ୍ୟମରେ ପୁତ୍ର ଶବ୍ଦର ଅର୍ଥ କଣ ଓ ଏହା କେଉଁଠୁ ଆସିଅଛି ସେ ବିଷୟରେ କହିଛନ୍ତି, ଗୋଟିଏ ଜଙ୍ଗଲରେ ଏକ ବୃଦ୍ଧ ଓ ତାଙ୍କ ପତ୍ନୀ ବାସ କରୁଥିଲେ, ସେମାନଙ୍କ ବାର୍ଦ୍ଧକ୍ୟ କାଳରେ ତାଙ୍କ ଏକମାତ୍ର ପୁତ୍ର କିପରି ଜଂଗଲ କୁ ଯାଇ ପାଖି ଶିକାର କରି ପିତାମାତାଙ୍କ ସେବା କରୁଥିଲେ ସେ ବିଷୟରେ ଗାୟକ ଆଲୋଚନା କରିଛନ୍ତି, ଦିନେ ଶିକାର କରିବା ପାଇଁ ପକ୍ଷୀଟିଏ ନମିଳିବାରୁ ତାଙ୍କ ପୁତ୍ର କଣ କରିଛି ଆସନ୍ତୁ ଦେଖିବା  

No comments:

Post a Comment