Monday, 4 January 2021

DWAPARARE JAGANNATH- PALA(ଦ୍ୱାପରରେ ଜଗନ୍ନାଥ) || PART-3 || GAYAK- ABHIRAM SATPATHY

ଏହି ପାଲାର ବିଷୟବସ୍ତୁ ହେଉଛି ଦ୍ୱାପରରେ ଜଗନ୍ନାଥ, ଏହାକୁ ଗାୟକ ଵାଣିଖେତ୍ର ଶିରୋମଣି ଅଧ୍ୟାପକ ଶ୍ରୀଯୁକ୍ତ ଅଭିରାମ ଶତପଥି ପରିବେଷଣ କରିଛନ୍ତି, ଏହି ଭାଗରେ ପାଲାର ପ୍ରସଙ୍ଗକୁ ଆରମ୍ଭ କରିବାକୁ ଯାଇ ଗାୟକ କହିଛନ୍ତି ଆପଣମାନେ ଏ ଯୋଉ ଅଧାଗଢା ଜଗନ୍ନାଥ ଠାକୁରଙ୍କୁ ଦେଖୁଛନ୍ତି, ଏ ପ୍ରକୃତରେ କଳିଯୁଗର ନୁହନ୍ତି, ଏହି ଅଧାଗଢା ଜଗନ୍ନାଥ ଦ୍ୱାପର ଯୁଗରେ ମଧ୍ୟ ଅଛନ୍ତି, ତେବେ କାହିଁକି କେତେବେଳେ ଏବଂ କୋଉ ଭକ୍ତ ପାଇଁ ଏପରି ଅବତାର ନେଇଛନ୍ତି ତାହାକୁ ଗାୟକ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା      

No comments:

Post a Comment