ଏହି ପାଲାର ବିଷୟବସ୍ତୁ ହେଉଛି ପ୍ରତିଶୋଧର ଅଗ୍ନି, ଏହାକୁ ଗାୟକ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥି ମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟକ ତିନି ଦ୍ୱାରିକା ବିଷୟରେ ଆଲୋଚନା କଲାବେଳେ ଜଳ ଦ୍ୱାରିକା ବିଷୟରେ କହିଛନ୍ତି, ତେବେ ଜଳରେ ଦ୍ୱାରିକା ପୁର କାହିଁକି ହେଲା, ଜରାସନ୍ଧ ସହ ଯୁଦ୍ଧ ହେଲା କୃଷ୍ଣ ବଳାରାମଙ୍କର, ଅଠର ଥର ଯୁଦ୍ଧରେ ପରାସ୍ତ ହେଲେ କୃଷ୍ଣ ବଳରାମ, ତେବେ କୃଷ୍ଣ ଜରାସନ୍ଧ ଙ୍କୁ ପରାସ୍ତ କରିବା ପାଇଁ କି ଯୋଜନା ପ୍ରସ୍ତୁତ କରୁଛନ୍ତି ଏହି ଭାଗରେ ଆସନ୍ତୁ ଦେଖିବା
No comments:
Post a Comment