Tuesday, 16 March 2021

PRATISHODH RA AGNI-PALA(ପ୍ରତିଶୋଧର ଅଗ୍ନି) || PART-6 || GAYAK- PRABHAT KUMAR SHRICHANDAN

ଏହି ପାଲାର ବିଷୟବସ୍ତୁ ହେଉଛି ପ୍ରତିଶୋଧର ଅଗ୍ନି, ଏହାକୁ ଗାୟକ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥି ମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଏହି ଭାଗରେ ପିତାମହ ଭୀଷ୍ମ ମାତା ଗାନ୍ଧାରୀଙ୍କୁ କହିଛନ୍ତି ମହାଭାରତ ଯୁଦ୍ଧରେ ତୁମ ପୁତ୍ର ମାନଙ୍କର ବଧ ଜଣେ କରିଛି, ଗାନ୍ଧାରୀ ପଚାରିଛନ୍ତି ସେ କିଏ, ତେବେ ସେହି ହରି ଙ୍କର ଉପସ୍ତିତି କୁ ବର୍ଣନା କରିବାକୁ ଯାଇ ଗାୟକ କହିଛନ୍ତି ସେ ସବୁଠି ଅଛି କିନ୍ତୁ କେହି ଦେଖିପାରନ୍ତି ନାହିଁ, ସମସ୍ତଙ୍କ ପାଖରେ ଅଛି କିନ୍ତୁ କେହି ଦେଇପାରନ୍ତି ନାହିଁ, ସେ ହେଉଛନ୍ତି କୃଷ୍ଣ, ଏହା ଶୁଣିବା ପରେ ଗାନ୍ଧାରୀ କହିଛନ୍ତି ମୁ ମୋ ପୁତ୍ର ମାନଙ୍କର ହତ୍ୟା ର ପ୍ରତିଶୋଧ ନେବି, ତେବେ ସେ କୃଷ୍ଣ ଙ୍କୁ କେଉଁଠି ପାଇବେ, ଭୀଷ୍ମ କହିଛନ୍ତି ସେ ଦ୍ୱାରିକାରେ ଅଛି, କିନ୍ତୁ ଦ୍ୱାରିକା ଗୋଟିଏ ନୁହେଁ, ତିନୋଟି ଦ୍ୱାରିକା ଅଛି ସେ ତିନୋଟି କଣ କଣ ଗାୟକ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା                  

No comments:

Post a Comment