ଏହି ପାଲା ର ବିଷୟବସ୍ତୁ ହେଉଛି ଶ୍ରୀରାମଙ୍କ ବାଲ୍ୟଲୀଳା, ଏହାକୁ ଗାୟକ ପ୍ରତାପ କୁମାର ପ୍ରଧାନ ପରିବେଷଣ କରିଛନ୍ତି, ଏହି ଭାଗରେ ମା କୌଶଲ୍ୟା ରାଜା ଦଶରଥ ଙ୍କ ପାଇଁ କେତେ ପ୍ରକାର ପିଠା ପ୍ରସ୍ତୁତ କରିଛନ୍ତି, କିନ୍ତୁ ରାଜା ଦଶରଥ କହିଲେ ମୋ ପୁଅ ରାମ କୁ ଆଗ ଗୋଟିଏ ପିଠା ଖାଇବା ପାଇଁ ଦିଅ, ମା କୌଶଲ୍ୟା କ୍ରୀଡାରତ ଥିବା ରାମଙ୍କୁ ଡାକି ପିଠା ଖାଇବା ପାଇଁ ଦେଲେ, ଭୂଷଣ୍ଡ କାକ ପାଖ ଗଛରେ ବସି ସବୁ ଦେଖୁଥାଏ, ପ୍ରଭୁ ଶ୍ରୀରାମ ଙ୍କ ଦର୍ଶନ କରିବାକୁ ଆସି ଗୋଟେ ଛୋଟ ପିଲା ପିଠା ଖାଉଥିବାର ସେ ଦେଖିଲା, ତାପରେ କଣ ହୋଇଛି ଆସନ୍ତୁ ଦେଖିବା
No comments:
Post a Comment