ଏହି ଭାଗଟି ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଙ୍କର ବାର୍ଷିକ ଉତ୍ସବ ଉପରେ ଆଧାରିତ, ଏହି ଉତ୍ସବ ର ଉଦ୍ୟୋକ୍ତା ଥିଲେ ଗାୟିକା ଦେବଦାସୀ କଳ୍ପନା ନାୟକ ଓ ଏହି କାର୍ଯ୍ୟକ୍ରମର ପ୍ରମୁଖ ସହଯୋଗୀ ଥିଲେ ବାୟକ ତଥା ହାସ୍ୟ କଳାକାର ଶିଶିର ବେଦାନ୍ତ, ଏହି ଭାଗଟିକୁ ଉପସ୍ଥାପନା କରିଛନ୍ତି ଗାୟକ ତତ୍ଵବିଭୁଷଣ ଲମ୍ବୋଦର ବେହେରା, ଆସନ୍ତୁ ଦେଖିବା ଏହି ବାର୍ଷିକ ଉତ୍ସବ
No comments:
Post a Comment