ଏହି ଭାଗଟି ରାଜ୍ୟସ୍ତରୀୟ ବାଦପାଲା ମହୋତ୍ସବର ଚୂଡାନ୍ତ ପର୍ଯ୍ୟାୟ, ଏହି ପାଲା ମହୋତ୍ସବର ଶେଷ ପର୍ଯ୍ୟାୟରେ ସମ୍ପୃକ୍ତ ଅନୁଷ୍ଠାନ ତରଫରୁ ପୁରସ୍କାର ବିତରଣ କରାଯାଇଛି, ଏହି ବାଦୀପାଲା ମହୋତ୍ସବରେ ଦ୍ୱିତୀୟ ବିଜେତା ହେଇଛନ୍ତି ଗାୟକ ଅଜୟ କୁମାର ମହାଭୋଇ ଓ ପ୍ରଥମ ବିଜେତା ହେଇଛନ୍ତି ଗାୟକ ତତ୍ଵବିଭୁଷଣ ଲମ୍ବୋଦର ବେହେରା, ଆସନ୍ତୁ ଦେଖିବା ଏହି ପୁରସ୍କାର ବିତରଣ ଉତ୍ସବ
No comments:
Post a Comment