Thursday, 20 May 2021

ODIA BADIPALA- RUKMINI BIBAHA(ରୁକ୍ମିଣୀ ବିବାହ) || PART-7 || GAYIKA- SUBHADRA BEHERA

ଏହି ଭାଗର ସାରାଂଶ:-
 ଏହି ଓଡ଼ିଆ ବାଦୀପାଲାର ବିଷୟବସ୍ତୁ ହେଉଛି ରୁକ୍ମିଣୀ ବିବାହ, ଏହି ବାଦୀପାଲା ଗାୟିକା ଛାନ୍ଦପ୍ରବୀଣା ସୁଭଦ୍ରା ବେହେରା ଓ ଗାୟିକା ମିନତୀ ସ୍ୱାଇଁ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ପ୍ରଥମେ ଗାୟିକା ସୁଭଦ୍ରା ବେହେରା ଓ ସାଥିମାନେ ବାଦୀପାଲା ରୁକ୍ମିଣୀ ବିବାହ ବିଷୟବସ୍ତୁକୁ ପରିବେଷଣ କରିଥିଲେ
ଏହି ଭାଗରେ ଗାୟିକା ରୁକ୍ମିଣୀଙ୍କର ବାଲ୍ୟକାଳ ବିଷୟରେ ଆଲୋଚନା କରିଛନ୍ତି, ଆହୁରି ମଧ୍ୟ ଗାୟିକା ବ୍ରାହ୍ମଣ ଙ୍କୁ ଆମେ ନନା କାହିଁକି ଡାକିଥାଉ ଏବଂ ବ୍ରାହ୍ମଣ ଙ୍କ ପାଖରେ କେଉଁ ୯ଟି ଗୁଣ ରହିଛି ସେ ବିଷୟରେ ଆଲୋଚନା କରିଛନ୍ତି, ପୁଣି ବ୍ରାହ୍ମଣଙ୍କ ଦୁଇ ପାଦକୁ ଧରି ପ୍ରଣାମ କରିବା କାହିଁକି ଉଚିତ ନୁହେଁ ଏବଂ ଏପରି କଲେ କଣ ହୋଇଥାଏ ସେ ବିଷୟରେ ଗାୟିକା ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା  

No comments:

Post a Comment