Saturday, 9 July 2022

JATAYU RA MUKTI(ଜଟାୟୁ ର ମୁକ୍ତି) || PART-2 || LADIES BADIPALA || GAYIKA KUMUDINI PANDA

 
                                          ଏହି ଭାଗର ସାରାଂଶ:-
                 ଏହି ବାଦୀପାଲା ଶ୍ରୀ ଜଗନ୍ନାଥ ଜୀଉ ପାଲା ପରିଷଦ, ଘଡିମୁଳ ଆନୁକୁଳ୍ୟରେ ଅନୁଷ୍ଠିତ ହୋଇଥିଲା, ଏହି ବାଦୀପାଲା ଗାୟିକା କୁମୁଦିନୀ ପଣ୍ଡା ଏବଂ ଗାୟିକା କୌମୁଦୀ ମଞ୍ଜୁଲତା ସାମଲଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ପ୍ରଥମେ ଗାୟିକା କୁମୁଦିନୀ ପଣ୍ଡା ତାଙ୍କର ପାଲାର ବିଷୟବସ୍ତୁ  ଜଟାୟୁର ମୁକ୍ତି  ବିଷୟ ପରିବେଷଣ କରିଥିଲେ, ତେବେ ଆସନ୍ତୁ ଦେଖିବା 

No comments:

Post a Comment