ଏହି ଭାଗର ସାରାଂଶ:-
ଏହି ପାଲାର ବିଷୟବସ୍ତୁ ହେଉଛି ବଂଶାନୁଚରିତ, ଏହାକୁ ଗାୟିକା ସ୍ନେହଲତା ବେହେରା ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ମା ପାର୍ବତୀ ଏଲଵନ୍ତର ଅହଂକାରରେ କ୍ଷୁବ୍ଧ ହୋଇ ତାକୁ ଅଭିଶାପ ଦେଇଛନ୍ତି, ମା ପାର୍ବତୀ କହିଛନ୍ତି କି ଏହି ରାତି ପାହି ସକାଳ ହେବ ମାତ୍ରେ ତୁ ପୁରୁଷରୁ ନାରୀରେ ପରିଣତ ହୋଇଯିବୁ, ଏଲଵନ୍ତ ହସି ହସି କହିଛି ଏହା ଅସମ୍ଭବ, ତେବେ ମା ପାର୍ବତୀଙ୍କ ଅଭିଶାପ ସତ ହେଉଛି କି ନାଇଁ ଆସନ୍ତୁ ଦେଖିବା
No comments:
Post a Comment