Friday, 27 August 2021

BANSHANUCHARITA- LADIES PALA(ବଂଶାନୁଚରିତ) || PART-5 || GAYIKA- SNEHALATA BEHERA

ଏହି ଭାଗର ସାରାଂଶ:-
                ଏହି ପାଲାର ବିଷୟବସ୍ତୁ ହେଉଛି ବଂଶାନୁଚରିତ, ଏହାକୁ ଗାୟିକା ସ୍ନେହଲତା ବେହେରା ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ମା ପାର୍ବତୀଙ୍କ ଅଭିଶାପରୁ ଏଲାବନ୍ତ  ପୁଅରୁ ଝିଅରେ ପରିଣତ ହୋଇଯାଇଛନ୍ତି, ତେଣୁ ତାଙ୍କ ପିତା ମନ୍ଦିର ଯାଇ ଭଗବାନ ଶିବଙ୍କୁ ପ୍ରାର୍ଥନା କରିଛନ୍ତି ତାଙ୍କ ପୁଅକୁ ଅଭିଶାପରୁ ମୁକ୍ତି କରିବା ପାଇଁ, ତାପରେ ଭଗବାନ ଶିବ ଏହା ଶୁଣି ରାଜାଙ୍କୁ କଣ କହିଛନ୍ତି ଏବଂ ଏଲାବନ୍ତ ମା ପାର୍ବତୀଙ୍କ ଅଭିଶାପରୁ କିପରି ମୁକ୍ତି ପାଇବେ ଆସନ୍ତୁ ଦେଖିବା 

No comments:

Post a Comment