ଏହି ଭାଗର ସାରାଂଶ:-
ଏହି ପାଲା ମଙ୍ଗଳାଚରଣର ବିଷୟବସ୍ତୁ ହେଉଛି ଚାରି ଭକ୍ତ କିଏ, ଏହାକୁ ଗାୟିକା ସ୍ନେହଲତା ବେହେରା ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟିକା ଯେପରି ଯୁଗ ହେଉଛି ଚାରି ଯୁଗ, ଜାତି ହେଉଛି ଚାରି ଜାତି, ସେହିପରି ଭକ୍ତ ମଧ୍ୟ ଚାରି ବୋଲି କହିଛନ୍ତି, ସେହି ଚାରି ଭକ୍ତ କିଏ କିଏ ଓ ସେମାନଙ୍କୁ କାହିଁକି ଏପରି ନାମ ଦିଆଯାଇଛି ସେ ବିଷୟରେ ଗାୟିକା ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା
No comments:
Post a Comment