Saturday, 23 October 2021

DURYODHANARA SESA HASA- LADIES PALA(ଦୁର୍ୟୋଧନର ଶେଷହସ) || PART-2|| GAYIKA- GOURIBALA SWAIN

ଏହି ଭାଗର ସାରାଂଶ:-
                ଏହି ପାଲାର ବିଷୟବସ୍ତୁ ହେଉଛି ଦୁର୍ୟୋଧନର ଶେଷ ହସ, ଏହି ପାଲାକୁ ଗାୟିକା କଳକଣ୍ଠି ଗୌରୀଵାଲା ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଦୁର୍ୟୋଧନ ଓ ଭୀମଙ୍କର ଯୁଦ୍ଧ ବେଳେ ଭୀମ ଦୁର୍ୟୋଧନକୁ ପିଟି ପିଟି ତାର ଜାନୁ ଭଗ୍ନ କରିସାରିଲେଣି, ତଥାପି ଦୁର୍ୟୋଧନ ହସୁଚି, ଏହା ଦେଖି ଭୀମ ଦୁର୍ୟୋଧନଙ୍କୁ ପ୍ରଶ୍ନ କରିଛନ୍ତି ଗୋଟିଏ ବଂଶ କୁ  ବୁଡେଇ ସରିଲା ପରେ କିପରି ତୁ ହସିପାରୁଛୁ, ଏହା ଶୁଣି ଦୁର୍ୟୋଧନ ଭୀମଙ୍କୁ କି ଉପଦେଶ ଦେଇଛନ୍ତି ଆସନ୍ତୁ ଦେଖିବା 

No comments:

Post a Comment