Friday, 15 October 2021

MAA JASODA- LADIES PALA(ମା ଯଶୋଦା) || PART-6 || GAYIKA- PRABHATI SWAIN

ଏହି ଭାଗର ସାରାଂଶ :-
          ଏହି ପାଲାର ବିଷୟବସ୍ତୁ ହେଉଛି ମା ଯଶୋଦା, ଏହି ପାଲାକୁ ଗାୟିକା ପ୍ରଭାତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ମା ଯଶୋଦା ଓ ରାଧା ଶ୍ରୀକୃଷ୍ଣଙ୍କୁ ଦେଖା କରିବା ପାଇଁ ଯାଇଛନ୍ତି, ଶ୍ରୀକୃଷ୍ଣ ଯଜ୍ଞ କରୁଥିବାରୁ ସେମାନେ ଭିତରକୁ ଯାଇପାରିନାହାନ୍ତି ଏବଂ ଦେବକୀଙ୍କୁ ଦେଖା କରିଛନ୍ତି କିନ୍ତୁ ଦେବକୀ ମା ଯଶୋଦାଙ୍କୁ ମଧ୍ୟ ଭିତରକୁ ଛାଡ଼ିନାହାନ୍ତି, ଦେବର୍ଷି ନାରଦ ତାଙ୍କ ପାଖରେ ଆସି ପହଂଚିଛନ୍ତି ଏବଂ ଝଗଡା କରିବାକୁ ମନା କରିଛନ୍ତି ତାପରେ କଣ ହେଉଛି ଆସନ୍ତୁ ଦେଖିବା 

No comments:

Post a Comment