ଏହି ଭାଗର ସାରାଂଶ:-
ଏହି ପାଲାର ବିଷୟବସ୍ତୁ ହେଉଛି ଦୁର୍ୟୋଧନର ଶେଷ ହସ, ଏହି ପାଲାକୁ ଗାୟିକା କଳକଣ୍ଠି ଗୌରୀଵାଲା ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଦୁର୍ୟୋଧନ ମହାଭାରତ ଯୁଦ୍ଧ ପରେ ପାଣ୍ଡବ ମାନଙ୍କ ଆଗରେ ମୁଣ୍ଡ ନୂଆଇଁନାହିଁ, ଦୁର୍ୟୋଧନ ପାଣ୍ଡବ ମାନଙ୍କୁ ଏକ ପ୍ରଶ୍ନ କରିଛି, ଏହି ପ୍ରଶ୍ନଟି କଣ ଓ ଯୁଧିଷ୍ଠିର ଏହି ପ୍ରଶ୍ନର କଣ ଉତର ଦେଉଛନ୍ତି ଆସନ୍ତୁ ଦେଖିବା
No comments:
Post a Comment