ଏହି ଭାଗର ସାରାଂଶ -
ଶ୍ରୀକୃଷ୍ଣ ଏବଂ ଦୁଃର୍ଵଧନ ମଧ୍ୟରେ ଯୁକ୍ତି ଚାଲିଥିବା ବେଳେ ଶ୍ରୀକୃଷ୍ଣ ଦୁଃର୍ଵଧନ କୁ ପଚାରିଲେ ତୁମ କଣ ତୁମ ମାମୁ ଏବଂ ଅନ୍ୟ ପମାନଙ୍କୁ ଯୁଗଛରେ ପୋଡି ମାରିଦେବା ପାଇଁ ଚାଁ ଥିଲ ଏଇଟା କଣ ଠିକ କଲ ,ମୁ କାହିଁକି ମାରିବା ପାଇଁ ଚେଷ୍ଟା କରୁଥିଲି ନ ତିନି ପିଢ଼ି ରେ ବଂଶ ନଷ୍ଟ ତିନି ବର୍ଷ ରେ ଜମି ଯଦି ପଡିଆ ପଡେ ସେଠି କେବେଳ ବାଳୁଙ୍ଗା ଥାଏ ଧାନ ନ ଥାଏ ଏହି ନ୍ୟାୟରେ ମୁ ଏହି କାର୍ଯ୍ୟ କଲି ସେଥିରେ ମୋର ଦୋଷ କଣ ମୁ ସିନା ଭଲ କଲି ଏବେ ଦୁଃର୍ଵଧନ ପଚାରିଲା ଶ୍ରୀକୃଷ୍ଣ ଙ୍କୁ ହେଲେ ତୁ କଣ କଲୁ ନିଜର ମାମୁ କଂସ କୁ ମାରି ତୁ କଣ ଠିକ କରିଛୁ ,ଶ୍ରୀକୃଷ୍ଣ ତାର ଯଥାର୍ଥ ଉତ୍ତର ଦୁଃର୍ଵଧନ କୁ ବୁଝାଇ ଦେଲେ ,ଶେଷରେ ଦୁର୍ଯ୍ୟଧାନ ଚିନ୍ତା କଲା ନ ଆଉ ଯୁକ୍ତି କରି କିଛି ଲାଭ ନାହିଁ ଶେଷରେ ପ୍ରଭୁଙ୍କ ପାଦତଳେ ପଡି କ୍ଷମା ଭିକ୍ଷା କଲା ,ଅତି ସୁନ୍ଦର ଭାବରେ ଗାୟିକା ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା
No comments:
Post a Comment