ଏହି ଭାଗର ସାରାଂଶ:-
ଏହି ପାଲାର ବିଷୟବସ୍ତୁ ହେଉଛି ରାମ ପାଖରେ ଚନ୍ଦ୍ର କାହିଁକି ଲାଗେ, ଏହାକୁ ଗାୟକ ନୃସିଂହ ଚରଣ ହୋତା ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟକ ରାମ ଶବ୍ଦରେ ଥିବା ଅକ୍ଷର ଗୁଡିକ ଶରୀରର କେଉଁ କେଉଁ ଅଂଶରୁ ଉଚ୍ଚାରିତ ହୋଇଥାଏ ସେ ବିଷୟରେ ଆଲୋଚନା କରିଛନ୍ତି, ରାମ ଶବ୍ଦକୁ ଉଚ୍ଚାରଣ କଲେ ଶରୀର କିପରି ପବିତ୍ର ହୋଇଥାଏ ଏବଂ ମଣିଷ କିପରି ଜ୍ଞାନୀ ହୋଇଥାଏ ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି
No comments:
Post a Comment