Tuesday, 2 November 2021

DURYODHANARA SESA HASA- LADIES PALA(ଦୁର୍ୟୋଧନର ଶେଷହସ)|| PART-5 || GAYIKA- GOURIBALA SWAIN

ଏହି ଭାଗର ସାରାଂଶ:-
                ଏହି ପାଲାର ବିଷୟବସ୍ତୁ ହେଉଛି ଦୁର୍ୟୋଧନର ଶେଷ ହସ, ଏହି ପାଲାକୁ ଗାୟିକା କଳକଣ୍ଠି ଗୌରୀଵାଲା ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟିକା ପାଣ୍ଡବ ମାନଙ୍କୁ ଧର୍ମ ବୃକ୍ଷ ସହ ତୁଳନା କରିଛନ୍ତି, ଏହି ଧର୍ମ ବୃକ୍ଷରେ ଯୁଧିଷ୍ଠିର କିଏ ଅର୍ଜୁନ କିଏ ଆଦି ଆଲୋଚନା କରିଛନ୍ତି ଏବଂ ଏହି ଧର୍ମ ବୃକ୍ଷର ମୂଳ କିଏ ତାହା ମଧ୍ୟ ଗାୟିକା ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା 

No comments:

Post a Comment