Thursday, 18 November 2021

RAMA PAKHARE CHANDRA KAHINKI LAGE|| PART-2 ||GAYAK- NRUSINGHA CHARAN HOTA

ଏହି ଭାଗର ସାରାଂଶ:-
                ଏହି ପାଲାର ବିଷୟବସ୍ତୁ ହେଉଛି ରାମ ପାଖରେ ଚନ୍ଦ୍ର କାହିଁକି ଲାଗେ, ଏହାକୁ ଗାୟକ ନୃସିଂହ ଚରଣ ହୋତା ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟକ ରାମ ଶବ୍ଦରେ ରା ଅର୍ଥ ଓ ମ ଅର୍ଥ କୁ ବୁଝାଇଛନ୍ତି ଏବଂ ରାମ କହିଲେ ଲକ୍ଷ୍ମୀନାରାୟଣ କିପରି ବୁଝାଏ ସେ ବିଷୟରେ ଆଲୋଚନା କରିଛନ୍ତି, ଆହୁରି ଗାୟକ ରାମ ଶବ୍ଦରୁ ଏ ସମାଜ କି ଶିକ୍ଷା ପାଇବା ଉଚିତ ସେ ବିଷୟରେ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା 

No comments:

Post a Comment